ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ଆଷ୍ଟ୍ରୋଏଡ! ଧକ୍କା ହୋଇପାରେ ହଜାର ପରମାଣୁ ବୋମା ଭଳି ଶକ୍ତିଶାଳୀ ପଥର
ବିଶ୍ଵ ଏବେ ଏକ ଭୟଙ୍କର ବିପଦର ସମ୍ମୁଖୀନ ହେବାକୁ ଯାଉଛି। ନାସାର ସୂଚନା ଅନୁଯାୟୀ, ଏକ ବିରାଟ ଉଲ୍କାପିଣ୍ଡ (Asteroid) ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ଆସୁଛି, ଯାହାର ଶକ୍ତି ହଜାରେ ପରମାଣୁ ବୋମା ସହ ତୁଳନୀୟ। ଏହି…