ଆଉ ପଡ଼ିବନି ଚାର୍ଜର ଆବଶ୍ୟକ: ଆପଣଙ୍କ ଶରୀରରୁ ହିଁ ଚାର୍ଜ ହେବ ଗ୍ୟାଜେଟ୍

ବେଲାଋଷର ମିନସ୍କରେ ରହୁଥିବା ୧୯ ବର୍ଷ ବୟସ୍କ ଆବିଷ୍କାରକ ମାଇକେଲ ଭାଗା ଏକ ଗ୍ୟାଜେଟ୍ ଉଦ୍ଭାବନ କରିଛନ୍ତି, ଯାହା ବର୍ତ୍ତମାନ ମାନବ ଶରୀରର ଶକ୍ତି ବ୍ୟବହାର କରି ସ୍ମାର୍ଟଫୋନ୍ ଚାର୍ଜ କରିପାରିବ । ଏହି ହ୍ୟାଣ୍ଡେର୍ଜି…

୧୪ ଲକ୍ଷ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ୬୦ କୋଟି ଟଙ୍କା, ଏହି ରାଜ୍ୟ ସରକାର ନେଉଛନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଅଶୋକ ଗେହଲଟ୍ ସରକାର ଜନସାଧାରଣଙ୍କୁ ନିଜ ଆଡକୁ ଆଣିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାଁନ୍ତି । ଏହି କ୍ରମରେ ଜୁନ୍ ୫ ତାରିଖ ସୋମବାର ଦିନ ରାଜ୍ୟରେ…

ଟ୍ରେନ ଦୁର୍ଘଟଣାକୁ ନେଇ ଏବେବି ଲୋକଙ୍କ ମନରେ ଛନକା: ଜାଣନ୍ତୁ କଣ କହିଲେ କରମଣ୍ଡଳ ଲୋକୋ ପାଇଲଟ ?

ବାହାନଗା : ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏଥିରେ ୨୭୫ ଜଣଙ୍କର ମୃତ୍ୟୁ ସମଗ୍ର ଦେଶକୁ ଚକିତ କରିଛି। ଦୁର୍ଘଟଣା ପରେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ରେଳ…

ଅଧିକ ସମୟ ପର୍ଯ୍ୟନ୍ତ ରହୁଥିବା ଜ୍ୱର ହୋଇପାରେ କ୍ୟାନ୍ସରର ଲକ୍ଷଣ

ନୂଆଦିଲ୍ଲୀ: ଜ୍ୱରରେ ପୀଡିତ ଜଣେ ୧୪ ବର୍ଷୀୟ ବାଳକଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେ ଦୁଇମାସ ଧରି ଅସୁସ୍ଥ ଥିଲେ, ଜ୍ୱରରେ ପୀଡିତ ଥିଲେ ଏବଂ ଓଜନ ମଧ୍ୟ କମି ଯାଉଥିଲା । ପାଥୋଲୋଜି ଏବଂ ଏକ୍ସ-ରେ ପରୀକ୍ଷଣର…

ଅଫିସରେ ମହିଳା ସହକର୍ମୀଙ୍କ ଫିଗରକୁ ସୁନ୍ଦର କହିବା ଏବଂ ଡେଟରେ ଯିବାକୁ ପଚାରିବା ମଧ୍ୟ ଯୌନ ଉତ୍ପୀଡ଼ନ: କୋର୍ଟ

ମୁମ୍ବାଇ : ଅଫିସରେ ଯୌନ ଉତ୍ପୀଡ଼ନର ଏକ ମାମଲାର ଶୁଣାଣି କରି ମୁମ୍ବାଇ କୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ମହିଳା ସହକର୍ମୀଙ୍କୁ କହିବା ଯେ ତାଙ୍କ ଫିଗର ସୁନ୍ଦର, ସେ ନିଜକୁ ଭଲ…

ପେଟ ଖରାପ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ କଦଳୀ ଚୋପା

କଦଳୀ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ ଉପକାରୀ । ମାତ୍ର ଏହାର ଚୋପା ଆଶ୍ଚର୍ଯ୍ୟଜନକ ଲାଭ ଦେଇଥାଏ । କଦଳୀ ଓ ଏହାର ଚୋପା ଉଭୟ ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଉପକାର କରିଥାଏ । ସବୁଜ କଦଳୀ ପାଚନ ଜନିତ ସମସ୍ୟା ଦୂର…

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ଉପରେ ଗୌତମ ଅଦାନୀଙ୍କ ବଡ଼ ଘୋଷଣା: ମୃତକଙ୍କ ଛୁଆମାନଙ୍କର ଉଠାଇବେ ପାଠପଢ଼ା ଖର୍ଚ୍ଚ

ନୂଆଦିଲ୍ଲୀ: ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ନିଜ ପିତା-ମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣା ସ୍କୁଲ ଶିକ୍ଷା ଦେବାକୁ ନେଇ ବଡ଼ ଘୋଷଣା କରିଛନ୍ତି ଗୌତମ ଅଦାନୀ । ସେ ଟ୍ୱିଟ୍ କରି କହିଛନ୍ତି…

୩୯ ବର୍ଷ ବୟସରେ ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ: ଶୋକରେ ବୁଡ଼ିଲା ସାଉଥ୍ ସିନେମା

ନୂଆଦିଲ୍ଲୀ: ଏହି ବର୍ଷ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ କଳାକାରଙ୍କୁ ହରାଇଛି ଏବଂ ଏବେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିକଟରେ ଖବର ଆସିଛି ଯେ ଦକ୍ଷିଣ ଅଭିନେତା ନିତିନ ଗୋପୀ ମଧ୍ୟ ଦୁନିଆକୁ ଅଲବିଦା…

ନିଜର ବ୍ୟବସାୟ କରିବାକୁ ଚାହୁଁଥିଲେ ସରକାର ବିନା ଗ୍ୟାରେଣ୍ଟିରେ ଦେଉଛନ୍ତି ୧୦ ଲକ୍ଷ ଟଙ୍କାର ଲୋନ୍ ! ଜାଣନ୍ତୁ ଆବେଦନର ପ୍ରୋସେସ୍

ନୂଆଦିଲ୍ଲୀ: ଦେଶର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ବିନା…

ସୁପ୍ରିମକୋର୍ଟରେ ପହଞ୍ଚିଲା ଟ୍ରେନ୍ ଦୁର୍ଘଟଣା ମାମଲା, ‘କବଚ’ ସିଷ୍ଟମ ଶୀଘ୍ର ଲାଗୁ କରିବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ତଦନ୍ତ ମାମଲଶ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ପ୍ରସଙ୍ଗରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ଯଥାଶୀଘ୍ର ଦୁର୍ଘଟଣାକୁ…