fbpx

ବ୍ରଜରାଜନଗର ଉପ-ନିର୍ବାଚନ: ବିଧାୟକ ପ୍ରାର୍ଥୀ ଘୋଷଣା କଲା BJD, ଜାଣନ୍ତୁ କାହାକୁ ବାଛିଲେ ନବୀନ?

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତ୍ୟେକ ଦଳ ନିଜ ନିଜର ବିଧାୟକ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବ୍ରଜରାଜନଗର…

ଏସିଡ୍ ଆକ୍ରମଣକାରୀଙ୍କୁ ୧୪ ବର୍ଷ ଜେଲ୍ : ଜଗତସିଂହପୁର ମହିଳା କୋର୍ଟ

ଜଗତସିଂହପୁର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ମାମଲାରେ ଆଜି ବଡ଼ ଖବର । ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ତାର…

PoKରେ ଭାସିଗଲା ଚୀନ୍ ତିଆରି କରିଥିବା ବଡ଼ ବ୍ରିଜ୍: ପାକିସ୍ତାନରୁ କଟିଲା ସଂଯୋଗ, ଦେଖନ୍ତୁ Video

ଭୁଜଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଚୀନ୍ ତିଆରି କରିଥିବା ଏକ ବଡ଼ ବ୍ରିଜ୍ ଚାହୁଁ ଚାହୁଁ ପାଣିରେ ଭାସିଯିବାର ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ବଢ଼ିପାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ସମସ୍ୟା: ୨୨ ବର୍ଷ ପୁରୁଣା ମର୍ଡର କେସରେ ଆସିବ ରାୟ

ଲଖନଉ: ୟୁପି ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇବା ବିବାଦରେ ସାମ୍ନାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ସମସ୍ୟା ପୁଣିଥରେ ବଢ଼ିପାରେ । ହାଇକୋର୍ଟଙ୍କ ଲକ୍ଷ୍ମୀପୁର ବେଞ୍ଚରେ ୨୨ ବର୍ଷ…

ପ୍ରିୟଙ୍କା ଚୋପ୍ରା ଦେଖାଇଲେ ଝିଅର ପ୍ରଥମ ଝଲକ୍: ଜନ୍ମର ୧୦୦ ଦିନ ପରେ ମେଡିକାଲରୁ…

ନୂଆଦିଲ୍ଲୀ: ମଦର୍ସ ଡେ’ ସମସ୍ତ ମା ଓ ତାଙ୍କ ପିଲାଙ୍କ ପାଇଁ ଖାସ୍, କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସଙ୍କ ପାଇଁ ଏହି ଦିନ ସ୍ମରଣୀୟ ହୋଇଛି । ଏହି ଦିନ ସେ ନିଜ ଝିଅ ମାଲତିଙ୍କୁ ପ୍ରଥମଥର ପାଇଁ ଘରକୁ ଆଣିଛନ୍ତି…

ସ୍କୁଲ ଭ୍ୟାନରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ବିନିକା(ଓଡ଼ିଶା ଭାସ୍କର): ବିନିକାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଭ୍ୟାନରେ ଅଚାନକ୍ ନିଆଁ ଲାଗିଯାଇଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଭ୍ୟାନରେ ଥିବା ୧୨ ଛାତ୍ରଛାତ୍ରୀଙ୍କ ଉପରୁ…

ପାକିସ୍ତାନରୁ ଆସିଥିବା ବୋମାରେ ଦେଶର ଅନେକ ସ୍ଥାନରେ ହୋଇଥାନ୍ତା ବ୍ଲାଷ୍ଟ: ଖାଲିସ୍ତାନୀ ଆତଙ୍କବାଦୀର ଖୁଲାସା

ନୂଆଦିଲ୍ଲୀ : ପାକିସ୍ତାନରୁ ଆସିଥିବା ବିସ୍ଫୋରକ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନରେ ଲଗାଯିବା ସହ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ପ୍ରସ୍ତୁତି ଚାଲିଥିଲା । କର୍ଣ୍ଣାଲରୁ ଧରାପଡିଥିବା ଖାଲିସ୍ତାନୀ ଆତଙ୍କବାଦୀ ଏନେଇ ଖୁଲାସା…

କରୋନା କାଳରେ ଏଣ୍ଟ୍ରି ମାରିଲା ଆଉ ଏକ ମାରାତ୍ମକ ଭାଇରସ୍: ଜାଣନ୍ତୁ ନାଁ ଏବଂ କେଉଁଠାରୁ ହେଲା ଚିହ୍ନଟ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେବି କରୋନାକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଯୁଦ୍ଧ କରୁଛି । ଏହି ଭାଇରସ୍ ଚୀନରେ ପୁଣିଥରେ ହଇଚଇ ସୃଷ୍ଟି କରିଛି । ଏହି ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଆଉ ଏକ ଭାଇରସ୍ ଏଣ୍ଟ୍ରି…

ପୁରୀଠାରୁ ୭୪୦ କିମି ଦୂରରେ ବାତ୍ୟା ‘ଅସାନି’: ୧୦ରୁ ୧୨ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟାର ରୂପ ନେଇ ‘ଅସାନି’ ଉପକୂଳର ନିକଟତର ହେଉଛି । ପୁରୀଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୭୪୦ କିମି ଦୂରରେ ତାହା କେନ୍ଦ୍ରୀଭୂତ ହୋଇଛି । ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି…

(Video) ପୁଅ ସାମ୍ନାରେ ୭୯ ଦିନ ଧରି ଦୁଷ୍କର୍ମ କଲା ଭଣ୍ଡ ତାନ୍ତ୍ରିକ: କ୍ୟାମେରା ଆଗରେ ଦୁଃଖ ବଖାଣିଲେ ପୀଡିତ ମହିଳା

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ମାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ଅଢ଼େଇ ବର୍ଷର ପୁଅ ସାମ୍ନାରେ ଜଣେ ବିବାହିତ ମହିଳାଙ୍କ ସହ ଦୁଷ୍କର୍ମ କରିଛି…