fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ଗଜପତି, ଜାଣନ୍ତୁ କ’ଣ କହିଲେ?

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା । ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଛନ୍ତି ଗଜପତି ଦିବ୍ୟ ସିଂହଦେବ । ଐତିହ୍ୟ ପ୍ରକଳ୍ପ କାମ ଶୀଘ୍ର…

ଏହି ସହରରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ, ଭରିବାକୁ ଲାଗିଛି ଲମ୍ବା ଲାଇନ୍

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ମୁମ୍ବାଇ ଥାନେରେ ଲିଟର ପିଛା ୧ ଟଙ୍କାରେ ମିଳୁଛି ପେଟ୍ରୋଲ ।…

ଭିଜିଲାନ୍ସ ପଞ୍ଝାରେ GRS: ଭୁବନେଶ୍ୱର ଓ କଟକରୁ ଠାବ ହେଲା ୫୯ଟି ପ୍ଲଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଦିନକୁ ବଢ଼ିବାରେ ଲାଗିଛି । ଭିଜିଲାନ୍ସ ଜାଲରେ ଅନେକ ସରକାରୀ ବାବୁ ପଡ଼ିଥିବା ବେଳେ ଆଜି ଭିଜିଲାନ ପଞ୍ଝାରେ ପଡ଼ିଛନ୍ତି ଜଣେ ଗ୍ରାମ ରୋଜଗାର ସେବକ ବା (GRS) ।…

CBSE ପରୀକ୍ଷା ଗାଇଡଲାଇନ୍: ଜାଣନ୍ତୁ କରୋନା କାଳରେ କ’ଣ ରହିଛି ପ୍ରୋଟୋକଲ ?

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏଥର ପରୀକ୍ଷା ଦୁଇଟି ଟର୍ମରେ ଆୟୋଜିତ କରାଯାଉଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇ ପରୀକ୍ଷା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏଥର ବି…

ବିନା ଚେହେରାରେ ଜନ୍ମ ହୋଇଥିଲା ଶିଶୁ: ଡାକ୍ତର କରିଥିଲେ ମୃତ୍ୟୁର ‘ଭବିଷ୍ୟବାଣୀ’, ପରେ ହେଲା ଚମତ୍କାର

କୁହାଯାଏ କି ଜୀବନ ଓ ମୃତ୍ୟୁ ଠାକୁରଙ୍କ ହାତରେ ଥାଏ । ଏହି କଥା ବିନା ଚେହେରାରେ ଜନ୍ମ ହୋଇଥିବା ଶିଶୁ ଭିଟୋରିଆ ମାର୍ଚିଓଲିଙ୍କ କେସରେ ପ୍ରମାଣିତ ହୋଇଛି । ଏହି ଶିଶୁ ଜନ୍ମ ହେବା ମାତ୍ରେ ମୃତ୍ୟୁର ‘ଭବିଷ୍ୟବାଣୀ’…

ଗରମରୁ ନାହିଁ ତ୍ରାହି: ଆଜି ବି ଜଳୁଛି ଭୁବନେଶ୍ୱର, ଜାଣନ୍ତୁ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା କେତେ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୁଣ୍ଡଫଟା ଖରା ଲାଗିରହିଛି । ଗତ ୩ ଦିନ ଭଳି ଆଜି ବି ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱରର ତାପମାତ୍ରା ୩୯.୪…

ଖୁସିଖବର: ‘ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ରିହାତି, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଆସିଛି ଏକ ଖୁସିଖବର । ଏଣିକି 'ମୋ ବସ୍’ରେ ବରିଷ୍ଠ ନାଗରିକଙ୍କୁ ଦିଆଯିବ ରିହାତି । ସେମାନଙ୍କ ପାଇଁ ୫୦% ଭଡ଼ା ଛାଡ଼ ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ…

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ନିର୍ଦ୍ଦେଶ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାପମାତ୍ରା ବୃଦ୍ଧି ସହ ବିଦ୍ୟୁତ୍ କଟ୍ ଲୋକଙ୍କୁ କଲବଲ କରୁଛି । ଏହାରି ମଧ୍ୟରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟବ୍ୟାପୀ ନିରବଚ୍ଛିନ୍ନ…

ପରିବା ସହ ବଢ଼ିଲା ରିଫାଇନ୍ ଓ ସୋରିଷ ତେଲର ଦାମ୍: ଜାଣନ୍ତୁ ଲିଟର ପିଛା କେତେ ?

ନୂଆଦିଲ୍ଲୀ: ଖାଇବା-ପିଇବା ଜିନିଷର ମୂଲ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଯାହାଫଳରେ ଘରର ବଜେଟ୍ ବିଗିଡ଼ିବାରେ ଲାଗିଛି । ପରିବା ସହ ଖାଇବା ତେଲର ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟରେ ରିଫାଇନ ଓ…

କମୁନି କରୋନା ସଂକ୍ରମଣ: ଆକ୍ଟିଭ ରେଟ୍ ୧୬ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ତୀବ୍ର ହେବାରେ ଲାଗିଛି । ଛୋଟପିଲାଙ୍କ ଟିକାକରଣ ସମେତ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ଗତ ୨୪ ଘଣ୍ଟାରେ ୨,୫୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି…