fbpx

ଏହି ବ୍ୟାଙ୍କରେ ବମ୍ପର ପୋଷ୍ଟ ପାଇଁ ହେବ ନିଯୁକ୍ତି, ଜାଣନ୍ତୁ କେବେଠୁ କରିବେ ଆବେଦନ

ଆଇଟି ମ୍ୟାନେଜରଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୨୬ ଏପ୍ରିଲ ୨୦୨୨ ରୁ ଆରମ୍ଭ ହେବ । ଆଗ୍ରହୀ ପ୍ରାର୍ଥୀମାନେ…

CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ଜାରି, ଏଠାରେ କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ୨୦୨୨-୨୩ ବର୍ଷ ପାଇଁ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ଜାରି କରିଛି । ଆସନ୍ତା ବର୍ଷରୁ ପୁଣିଥରେ ବୋର୍ଡ ପରୀକ୍ଷା ଗୋଟିଏ ସେମିଷ୍ଟାରରେ…

ଲୋକଙ୍କୁ ଗାଡ଼ି ଚଢ଼ାଇବା ମାମଲା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍

କଟକ(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ମିଳିଛି ଜାମିନ୍ । ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ପ୍ରଶାନ୍ତଙ୍କୁ…

ଓଡ଼ିଶାରେ ମାସ୍କ ପାଇଁ ଆସିବ କି ନୂଆ ନିୟମ? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏବେ ଛୁଆଙ୍କ ଟିକାକରଣ ଓ ବୁଷ୍ଟର ଡୋଜକୁ ଗୁରୁତ୍ୱ ଦିଆଯାଉଛି । ଅନେକ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି,…

ବଦଳିବ କି ଖରାଛୁଟି ନିଷ୍ପତ୍ତି? ଜାଣନ୍ତୁ କ’ଣ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବା ବେଳେ ଚଳିତବର୍ଷ ସ୍କୁଲ, କଲେଜ ପାଇଁ ଅଳ୍ପଦିନ ଖରାଛୁଟି ଘୋଷଣା ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ଜୁନ ୧ ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା…

ତଣ୍ଟିରେ ଫସିଗଲା ଠିପି: ଏପରି ଟେକନିକରେ ପିଲାର ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ, ଦେଖନ୍ତୁ Video

ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି ତ ଆଉ କିଛି ଭିଡିଓରୁ କିଛି ଶିକ୍ଷଣୀୟ ତଥ୍ୟ ଗ୍ରହଣ କରନ୍ତି । ସେହିପରି ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ…

ଗ୍ରେନେଡ୍ ଆକ୍ରମଣ: ଜାମ୍ମୁରେ ଓଡ଼ିଆ CISF ଯବାନ ଆହତ!

ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଆଜି ସକାଳେ CISF ଯବାନଙ୍କ ବସ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ଜଣେ CISF ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିରେ…

ସ୍କୁଲ ଡ୍ରେସ ପିନ୍ଧି କନଷ୍ଟେବଳ ପ୍ରେମିକ ରୁମରେ ପଶିଲେ ଯୁବତୀ: ରାସଲୀଳା କରୁଥିବା ବେଳେ ପହଞ୍ଚିଲେ ପତ୍ନୀ, ଆଉ ତା’ପରେ ….

ନୂଆଦିଲ୍ଲୀ: ଏସପି ବାସଭବନରେ ଡ୍ୟୁଟିରେ ଥିବା କନଷ୍ଟେବଳ ନିଜ ପ୍ରେମିକ ସହ ରାସଲୀଳା କରୁଥିବା ବେଳେ ଧରାପଡିଛନ୍ତି । ଗୁରୁବାର ଦିନ କନଷ୍ଟେବଳଙ୍କ ପତ୍ନୀ ନିଜ ଭାଇଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ…

ଏପରି ଅଭ୍ୟାସ ଥିବା ଯୁବତୀଙ୍କୁ ବାହାହେବାକୁ ଚାହାଁନ୍ତି ପୁରୁଷ, ଜାଣନ୍ତୁ କ’ଣ

ଝିଅ ହୁଅନ୍ତୁ ବା ପୁଅ, ଉଭୟ ନିଜ ପାର୍ଟନରଙ୍କର କିଛି ଖାସ୍ ଅଭ୍ୟାସକୁ ପସନ୍ଦ କରନ୍ତି । କାହାକୁ କେୟାର ନେଚର ପସନ୍ଦ ଆସିଥାଏ ତ ଆଉ କେତେକ ମଜାଳିଆ ପ୍ରକୃତି ପସନ୍ଦ କରନ୍ତି । କେତେକ ସୁନ୍ଦରତା ପ୍ରତି ଆକର୍ଷିତ…

CISF ଯବାନଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଆଜି ସକାଳେ ସିଆଇଏସଏଫ୍ ଯବାନଙ୍କ ବସ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆଜି ଭୋରରୁ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆତଙ୍କବାଦୀମାନେ ଗ୍ରେନେଡ…