fbpx

ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ୍‌ରେ ଅଗ୍ନିକାଣ୍ଡ, ୩ ଅସୁସ୍ଥ

ଭୁବନେଶ୍ୱର: ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ୍‌ରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆର ତୃତୀୟ ମହଲାରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡ ଘଟଣାରେ ୩ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ବ୍ୟାଙ୍କରେ ବହୁ କର୍ମଚାରୀ ଓ ଗ୍ରାହକ ଫସି ରହିଥିବାର ଆଶଙ୍କା କରାଯାଉଛି । ନିଆଁ ଲିଭାଇବା କାର୍ଯ୍ୟରେ ୨ ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.