fbpx
BJD SKY
BJD SKY

ସମୁଦ୍ରରେ ବୁଡ଼ିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ, ପହଁରି ପହଁରି କୂଳକୁ ଆସିବାର ଭିଡିଓ…

ଛତ୍ରପୁର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟା ‘ଅସାନି’ ଉପକୂଳର ନିକଟତର ହେବାରେ ଲାଗିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୬୦ ମତ୍ସ୍ୟଜୀବୀ । ମାଛମାରି ୬ଟି…

ଦୁର୍ବଳ ହୋଇ ଗୋପାଳପୁର ପାଖ ଦେଇଯିବ ବାତ୍ୟା ‘ଅସାନି’: ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଅସାନି ଭୀଷଣ ବାତ୍ୟାରୁ ବାତ୍ୟାର ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ…

ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ଶପଥ ନେଲେ ୟୁନ ସୁକ୍-ୟୋଲ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ୟୁନ ସୁକ୍-ୟୋଲ । ସିଓଲର ବିଧାନସଭାରେ ସେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ପ୍ୟୋଙ୍ଗଯାଙ୍ଗଙ୍କ ସହ କଠୋର ହେବାକୁ ପ୍ରତିଜ୍ଞା କରିଥିବା ୟୁନ…

Jio-Airtel-Vi-BSNL ର ଚିନ୍ତା ବଢ଼ାଇବ ଏହି କମ୍ପାନୀ ! ମାତ୍ର ୪୯ ଟଙ୍କାରେ ୧୮୦ ଦିନର ବୈଧତା ସହ ମିଳୁଛି ଅନେକ ସୁବିଧା

ନୂଆଦିଲ୍ଲୀ: Reliance Jio, Airtel, Vodafone Idea ଓ BSNL ନିଜ ଗ୍ରାହକଙ୍କ ପାଇଁ ସାନଦାର୍ ଯୋଜନା ଅଫର୍ କରୁଛି । ସେମାନଙ୍କ ପାଖରେ କମ୍ ଟଙ୍କାର ପ୍ଲାସ ସହ ମହଙ୍ଗା ପ୍ଲାନ୍ ବି ରହିଛି । ପ୍ଲାନକୁ ନେଇ ୪…

ମହିନ୍ଦା ରାଜପାକ୍ସଙ୍କ ଇସ୍ତଫା ପରେ ଶ୍ରୀଲଙ୍କା ଭୟଙ୍କର ହିଂସା: ୫ ମୃତ, ନିଜକୁ ଗୁଳି ମାରିଲେ ସାଂସଦ

କଲମ୍ବୋ: ଶ୍ରୀଲଙ୍କାରେ ଅତ୍ୟନ୍ତ ଖରାପ ଅର୍ଥନୈତିକ ପରିସ୍ଥିତି ଯୋଗୁଁ ଭୟଙ୍କର ହିଂସା ଦେଖିବାକୁ ମିଳିଛି । ସୋମବାର ଦିନ ବିରୋଧୀଙ୍କ ଚାପରେ ଆସି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସ ଇସ୍ତଫା ଦେଇଛନ୍ତି । ଏହା ପରେ…

ଛୋଟଛୁଆଙ୍କୁ ଅଲଗା ନା ବାପା-ମା’ଙ୍କ ପାଖରେ ଶୁଆଇବା ଉଚିତ୍? ରିସର୍ଚ୍ଚରେ ହେଲା ଖୁଲାସା

ଛୋଟଛୁଆକୁ ଅଲଗା ଶୁଆଇବା ଠିକ୍ ନା ନିଜ ପାଖରେ ଶୁଆଇବା ଠିକ୍ ବୋଲି ସମସ୍ତ ପିତାମାତାଙ୍କ ମନରେ ପ୍ରଶ୍ନ ଉଠେ । ଆପଣଙ୍କର ଏହି ସମସ୍ୟା ଆଜି ଆମେ ଦୂର କରିବାକୁ ଯାଉଛୁ । ଏହି ଖବରକୁ ପଢ଼ି ଆପଣ ଜାଣିପାରିବେ କି,…

ଗୋପାଳପୁରଠୁ ୫୧୦ କିମି ଦୂରରେ ବାତ୍ୟା ‘ଅସାନି’: ଉପକୂଳ ଜିଲ୍ଲାରେ ଆଜିଠୁ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟା ‘ଅସାନି’ ଉପକୂଳର ନିକଟତର ହେବାରେ ଲାଗିଛି । ସମୁଦ୍ର ଭିତରେ ଆଗକୁ ବଢୁଛି ବାତ୍ୟା । ଗୋପଳପୁରର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।…

(ଭିଡିଓ) ୪୯ ବର୍ଷୀୟ ପାକିସ୍ତାନ ସାଂସଦଙ୍କର ଭାଙ୍ଗିଲା ତୃତୀୟ ବିବାହ! ନିଜଠୁ ୩୧ ବର୍ଷ ସାନ ପତ୍ନୀ କହିଲେ- ‘ସଇତାନ୍ ଠାରୁ ବି ଅଧିକ…’

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ପାର୍ଟିର ଜଣେ ୪୯ ବର୍ଷୀୟ ସାଂସଦ ଅମିତ ଲିୟାକତ ନିକଟରେ ନିଜର ତୃତୀୟ ବିବାହକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ନିଜଠାରୁ ୩୧ ବର୍ଷ ସାନ…

ଇଣ୍ଟରନେଟ୍ ହେଲା ମାଗଣା: ଏଣିକି ପ୍ରତିଦିନ ଲୋକଙ୍କୁ ମିଳିବ ୧.୫ ଜିବି ଡାଟା

ନୂଆଦିଲ୍ଲୀ: ସମସ୍ତ ବିଧାନସଭା ମଣ୍ଡଳୀରେ ମେ’ ମାସ ଶେଷ ସୁଦ୍ଧା ବିପିଏଲ ପରିବାରକୁ ମାଗଣା ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ଅଣ୍ଟା ଭିଡ଼ିଛନ୍ତି କେରଳ ସରକାର । ମାଗଣା ମାଗଣା ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ସରକାରଙ୍କ…

ସେଭିଂ ପରେ କଳା ଦେଖାଯାଉଛି କି ମୁହଁ? ଆପଣାନ୍ତୁ ଏହି ଟିପ୍ସ, ଚମକିଯିବ ଚେହେରା

କିଛି ପୁରୁଷ ଦାଢ଼ି ରଖିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ପୁରୁଷ କ୍ଲିନ୍ ସେଭ୍ କରିବାକୁ ପସନ୍ଦ କରନ୍ତି । କିଛି ଅଫିସରେ କ୍ଲିନ୍ ସେଭ୍ କରିବାକୁ ଅତ୍ୟନ୍ତ ଜରୁରୀ ହୋଇଥାଏ ଓ ଏପରି ପରିସ୍ଥିତିରେ ପୁରୁଷଙ୍କୁ…