fbpx

ଦୁନିଆର ସବୁଠୁ ଲମ୍ବା ମଦ ବୋତଲ, ଦାମ୍ ଏତେ ଯେ କିଣିପାରିବେ ୪ ଲମ୍ବୋର୍ଗିନି କାର୍!

ନୂଆଦିଲ୍ଲୀ: ୩୨ ବର୍ଷ ପୁରୁଣା ମାକାଲାନ୍ ବ୍ରାଣ୍ଡର ରେକର୍ଡ ହେଉଛି ୩୧୧ଲିଟର ଥିବା ସ୍କଚ୍ ହ୍ୱିସ୍କି ଦୁନିଆର ସବୁଠାରୁ ବଡ଼ ମଦ ବୋତଲ । ଯାହାର ନିଲାମ ଚଳିତମାସ ମେ’ ୨୫ରେ ହେବାକୁ ଯାଉଛି । ଦି ଇଣ୍ଟ୍ରିପିଡ୍ ଭାବରେ…

ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣାର ଶିକାର ହେଲେ ବଲିଉଡର ଏହି ଅଭିନେତ୍ରୀ: ଗୋଡ଼ରେ ଲାଗିଛି ଗଭୀର ଆଘାତ

ମୁମ୍ବାଇ: ବଲିଉଡରେ ନିଜର ଗ୍ଲାମରସ ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏକ ସମୟରେ ତନୁଶ୍ରୀ ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରେ…

ମାତ୍ର ୬୩୪ ଟଙ୍କାରେ ଘରକୁ ଆଣନ୍ତୁ ଏଲପିଜି ଗ୍ୟାସ ସିଲିଣ୍ଡର, ଅକ୍ଷୟ ତୃତୀୟାରେ ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣ ଘରୋଇ ଏଲପିଜି ସିଲିଣ୍ଡରର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ପଡିଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିଖବର । ଅକ୍ଷୟ ତୃତୀୟା ଅବସରରେ ଆପଣ ୬୩୪ ଟଙ୍କାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିପାରିବେ । ଆମେ…

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା: ପିସିସି ସଭାପତି ଚୟନ ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିସିସି ସଭାପତି ଚୟନକୁ ନେଇ ଜୋର ଧରିଛି ରାଜନୀତି । ଏହାକୁ ନେଇ କଂଗ୍ରେସ ନେତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ନଜର ଆସିଛି । ଏହାରି ମଧ୍ୟରେ ପିସିସି ସଭାପତି ଚୟନକୁ ନେଇ…

ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ଅଲ୍ ପାସ୍’: ଶିକ୍ଷାମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଚାଲିଥିବା ସମୟରେ ଗୁଜୁରାଟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ପ୍ରଥମ ଶ୍ରେଣୀରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଚଳିତବର୍ଷ ବି ପ୍ରମୋଟ କରାଯିବ । ଅବଶ୍ୟ ଏଥର…

ରାଜଗାଙ୍ଗପୁରରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ୨ ଜୀବନ

ରାଜଗାଙ୍ଗପୁର(ଓଡ଼ିଶା ଭାସ୍କର): ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ରାଜଗାଙ୍ଗପୁରର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ଘଟିଛି । ମୃତକ ୨ ଜଣ ଯୁବକ୍ ସେହି ଗାଁର…

ନିଶାସକ୍ତ ଅବସ୍ଥାରେ ପୋଲିସ ଷ୍ଟେସନର ପାର୍କିଂ ଉପରେ କାର୍ ଚଢ଼ାଇଲେ ମହିଳା, GPS ସିଷ୍ଟମକୁ ଦେଲେ ଦୋଷ

ୱାଂଶିଟନ୍: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଚକିତ ହୋଇଯିବେ । ଜଣେ ମହିଳା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇଥିବା ପୋଲିସ ଅଭିଯୋଗ କରିଛି । ମହିଳାଙ୍କ କହିବା ମୁତାବକ, ସେ…

୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର, ଜାଣନ୍ତୁ କେଉଁଦିନ ଓ କାହିଁକି ?

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର(ସିଏସଏମଆଇଏ) ମେ’ ୧୦ରେ ମୌସୁମୀ ପୂର୍ବର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ୬ ଘଣ୍ଟା ବନ୍ଦ ରହିବ । ୬ଘଣ୍ଟା ପାଇଁ ସମସ୍ତ ଉଡ଼ାଣ ବନ୍ଦ ରହିବ ।…

କେନ୍ଦ୍ରାପଡ଼ାର ବରିଷ୍ଠ BJP ନେତାଙ୍କ ପରଲୋକ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ବିଜୟ ପ୍ରଧାନଙ୍କ ପରଲୋକ…

ଆଜି କେତେ ବଢ଼ିଲା ପେଟ୍ରୋଲ-ଡିଜେଲ ଦାମ୍? ଜାଣନ୍ତୁ ଆପଣଙ୍କ ସହରର ରେଟ୍

ନୂଆଦିଲ୍ଲୀ: ବର୍ଦ୍ଧିତ ଦରଦାମ୍ ମଧ୍ୟରେ ଆସିଛି ଏକ ଆରାମଦାୟକ ଖବର । ଆଜି ଲଗାତାର ୨୭ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସରକାରୀ ତୈଳ କମ୍ପାନୀଗୁଡ଼ିକ ୩ ମେ’ରେ ପେଟ୍ରୋଲ-ଡିଜେଲର ରେଟ୍…