ମିଆଁମାର-ବାଂଲାଦେଶ ଉପକୂଳ ଅତିକ୍ରମ କଲା ‘ମୋକା’: ୨୮ କିମି ବେଗରେ ଗତି କରୁଛି ଭୀଷଣ ବାତ୍ୟା, ୫ ମୃତ

ନୂଆଦିଲ୍ଲୀ: ମିଆଁମାର-ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ମୋକା । ୨୮ କିମି ବେଗରେ ଗତି କରୁଛି ଅତ୍ୟନ୍ତ ଭୀଷଣ ବାତ୍ୟା । ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଅତିକ୍ରମ କରିଛି ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଥିଲା…

ଲାପଟପ୍ କିମ୍ବା ସିଷ୍ଟମରୁ ବାହାରୁଥିବା ‘ବ୍ଲୁ ଲାଇଟ୍’ କମ କରିଦେବ ଆପଣଙ୍କ ଆୟୁଷ ! ରିସର୍ଚ୍ଚରୁ ଖୁଲାସା

ଦୈନନ୍ଦିନ ଆମେ କାମ କରିବା ପାଇଁ କମ୍ପ୍ୟୁଟର କିମ୍ବା ଲାପଟପ ବ୍ୟବହାର କରିଥାଉ । ବିନା ଡିଭାଇସ୍ ରେ ଏବେ ଅଫିସ କାମ କରିବା ମୁସ୍କିଲ। ତେବେ ଆମେ ଏହା ବି ଜାଣିଚୁ ଏସବୁ ଜିନିଷ ୟୁଜ କଲେ ସେଥିରୁ ବାହାରିଥିବା ବ୍ଲୁଏ…

ମୋଦୀ ସରକାର ଆଣିଲେ ନୂଆ ଟେକ୍ନୋଲୋଜି: ହଜି ଯାଇଥିବା ମୋବାଇଲକୁ ଟ୍ରାକ୍ କରିବା ସହ କରିପାରିବେ ବ୍ଲକ୍

ନୂଆଦିଲ୍ଲୀ: ସରକାର ଏହି ସପ୍ତାହରେ ଏକ ଟ୍ରାକିଂ ସିଷ୍ଟମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସିଷ୍ଟମ ମାଧ୍ୟମରେ ଦେଶର ଲୋକମାନେ ସେମାନଙ୍କର ନିଖୋଜ କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନକୁ 'ବ୍ଲକ୍' କିମ୍ବା ଟ୍ରାକ୍…

ରାତିରେ ୫ ଘଣ୍ଟାରୁ କମ୍ ଶୋଉଥିଲେ ଦ୍ୱିଗୁଣ ହୋଇଥାଏ ହାର୍ଟ ଆଟାକ୍ ଆଶଙ୍କା: ରିସର୍ଚ୍ଚରୁ ଖୁଲାସା

ଯେଉଁମାନେ ୨୪ ଘଣ୍ଟା ମଧରେ ୫ ଘଣ୍ଟାରୁ କମ୍ ଶୋଇଥା’ନ୍ତି, ସେମାନେ ତୁରନ୍ତ ସତର୍କ ହେବା ଉଚିତ୍ । ଏହା କରିବା ଦ୍ୱାରା ହୃଦରୋଗ ବା ହୃଦଘାତ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢିଥାଏ । ୟୁରୋପୀୟ ହାର୍ଟ ଜର୍ଣ୍ଣାଲରେ…

(Video)କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ, ଆକ୍ସନ ମୋଡରେ ପୋଲିସ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ଭୋଟରେ ବିଜୟ ହାସଲ କରିଛି । କଂଗ୍ରେସ ୨୨୪ ଟି ଆସନରୁ ୧୩୬ ଟି ଆସନରେ ଜିତିଥିବା ବେଳେ ବିଜେପି ମାତଅ ୬୫ ଟି ଆସନ ହାତେଇଛି । ଯଦି ଆମେ ଭୋଟ୍…

ଏହି ରୋଗକୁ ଦୂର କରେ ଜିଲାପି: ମୁଣ୍ଡ ବିନ୍ଧାରୁ ମଧ୍ୟ ଦେଇଥାଏ ମୁକ୍ତି

ସାଧାରଣତଃ ଭାରତୀୟ ମିଠା ମଧ୍ୟରୁ ଜିଲାପି ଅନ୍ୟତମ । ଏହାକୁ କିଛି ଭଲ ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏମିତି ଦେଖିବାକୁ ଆମ ରାଜ୍ୟର ଛୋଟ ବା ବଡ଼ ଜଳଖିଆ ଦୋକାନରେ ଜିଲାପି ବିକ୍ରି ହୋଇଥାଏ । ସେହିପରି ଖାସ ଦୋକାନ…

ଯୁକ୍ତ ଦୁଇ ରେଜଲ୍ଟ ନେଇ ଦ୍ୱନ୍ଦ୍ୱ ଦୂର କଲା CHSE: କ୍ୱାର୍ଟର ପରୀକ୍ଷା ରେଜଲ୍ଟ ଆଧାରରେ ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ବର: ଶେଷ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା । ଖୁବଶୀଘ୍ର ପ୍ରକାଶ ପାଇବ ପରୀକ୍ଷା ଫଳ । ଏହାକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର…

୧୫ରୁ କଲବଲ କରିବ ତାତି: ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଓ ମିଆଁମାର ମୁହାଁ ହୋଇଛି । ରବିବାର ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଫଳରେ ରବିବାରଠାରୁ ପାଗ ବଦଳିବା ସହ ତାତିର ପ୍ରଭାବ…

ମାସିକ ଋତୁସ୍ରାବ ସମୟରେ ମେଡ଼ିସିନ ଖାଆନ୍ତୁ ନାହିଁ: ଆପଣାନ୍ତୁ ଘରୋଇ ଉପଚାର

ପିରିୟଡସ ଅର୍ଥାତ ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କର ମୁଣ୍ଡବିନ୍ଧା, କାନ୍ଧ ଦରଜ, ବ୍ଲିଡିଂ, ଅନିଦ୍ରା ଭଳି ସମସ୍ୟା ଦେଖାଦିଏ । ଏହାଦ୍ୱାରା ସେମାନଙ୍କର ଡେଲି ରୁଟିନରେ ପରିବର୍ତନ ହୋଇଥାଏ । ଡାକ୍ତରଙ୍କ…

ଆପଣଙ୍କ ପାଦରେ ଝିମଝିମ୍‌ ଅନୁଭୂତ ହେଉଛି କି ? ଏହି ଭିଟାମିନ୍‌ ଅଭାବରୁ ହୋଇପାରେ ଏପରି, ଜାଣନ୍ତୁ କିପରି ମୁକ୍ତି ପାଇବେ

ସାଧାରଣତଃ ଭିଟାମିନ୍ ଅଭାବରୁ ଅନେକ ରୋଗର ସାମ୍ନା କରିବାକୁ ପଡେ। ପ୍ରାୟତଃ ଶରୀରରେ ଭିଟାମିନ୍ କମ୍ ହୋଇଗଲେ ମଧୁମେହ ଏବଂ କୋଲେଷ୍ଟ୍ରୋଲ୍ ଶରୀରରେ ବୃଦ୍ଧି ହୋଇଯାଏ। କିନ୍ତୁ, ସାଧାରଣତ ଏହି ଭିଟାମିନ୍ କମ୍ ହେଲେ ହାତ…