ବେଳେ ବେଳେ ଏହି କଥା ଯୋଗୁଁ ଭାଙ୍ଗିଯାଏ ସମ୍ପର୍କ! ଅଲଗା ହୋଇଯାଆନ୍ତି ପ୍ରେମୀଯୁଗଳ
ଦୁଇ ମନର ଉତ୍ତମ ବୁଝାମଣାକୁ ପ୍ରେମ କୁହାଯାଏ । ବିଶ୍ୱାସ ,ଭରସା ଓ ଉତ୍ତମ ବୁଝାମଣା ଉପରେ ନିର୍ଭର କରେ ଏହି ସମ୍ପର୍କର ସମୟସୀମା। ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ଅତି ସାଧାରଣ କଥା। ହେଲେ ଅନେକ ସମୟରେ ଏହି…