କେଉଁ ଚାଷୀମାନଙ୍କୁ ମିଳିବ ପିଏମ କିଷାନର ୧୪ତମ କିସ୍ତି: ଏଠାରେ ଚେକ୍ କରନ୍ତୁ ନିଜର ନାଁ
ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା । ଏଥିରୁ କୃଷକମାନେ ବହୁତ ଲାଭବାନ ହେଉଛନ୍ତି ।…