ବାହାଘର ମଣ୍ଡପରେ ମାଙ୍କଡ଼ର ନାଟ: ବର-କନ୍ୟା ଉପରେ ଚଢ଼ି କଲା ଉତ୍ପାତ, ଦେଖନ୍ତୁ Video
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବାହାଘରର ଅନେକ ଭିଡିଓ ସେୟାର ହେଉଛି । ଏହାକୁ ଦେଖି ୟୁଜର୍ସମାନଙ୍କ ମନ ମଧ୍ୟ ଖୁସିରେ ଫାଟି ପଟୁଛି । ବାହାଘର ସମୟରେ ବରଠାରୁ ନେଇ କନ୍ୟା ପର୍ଯ୍ୟନ୍ତ, ସମସ୍ତେ ଏହାକୁ ଖାସ୍…