ଗଣମାଧ୍ୟମ ସରକାରଙ୍କୁ ସମର୍ଥନ କରିବା ଜରୁରୀ ନୁହେଁ, ଏକ ସ୍ୱାଧୀନ ପ୍ରେସ ଆବଶ୍ୟକ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମିଡିଆ ୱାନ ଚ୍ୟାନେଲ ଉପରେ ଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ଏହା ସହିତ ସରକାରଙ୍କୁ ମଧ୍ୟ ତାଗିଦ କରିଛନ୍ତି । ବୁଧବାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଦେଶରେ…