fbpx
BSKY SKY
BSKY SKY

ଆକର୍ଷଣୀୟ ଡିଲ: Amazonର ହୋମ ସପିଂ ସ୍ପ୍ରି’ରେ ଗ୍ରୀଷ୍ମ ସାମଗ୍ରୀ ଉପରେ ପାଆନ୍ତୁ ୭୦% ରିହାତି

BSKY

ନୂଆଦିଲ୍ଲୀ: ଚଳିତ ଗ୍ରୀଷ୍ମ ଋତୁରେ ଆପଣଙ୍କ ପାଇଁ ଅନେକଗୁଡ଼ିଏ ଆକର୍ଷଣୀୟ ଡିଲ ଓ ଅଫର ନେଇଆସିଛି ଆମାଜନର ହୋମ ସପିଂ ସ୍ପ୍ରି । ଏଥିରେ ଗ୍ରୀଷ୍ମ ଋତୁର ସାମଗ୍ରୀ ଉପରେ ୭୦% ପର୍ଯ୍ୟ” ରିହାତି ରହିଛି । ପ୍ରେଷ୍ଟିଜ ଦ୍ୱାରା ସମର୍ଥିତ ଆମାଜନର ହୋମ ସପିଂ ସ୍ପ୍ରିରେ ସାମିଲ ରହିଛି ହୋମ୍ ଏବଂ କିଚେନ ଉପକରଣ, ପାଣି ବୋତଲ, ଲଂଚ ବକ୍ସ, ଡିପ ଫ୍ରିଜର ଓ କୁଲର, ଫ୍ୟାନ, ଇନଭର୍ଟର, ବେଡସିଟ, କର୍ଟେନ ଲାଇନ୍ସ, ୱାଟର ଡିସପେନ୍ସର ଓ ଆହୁରି ଅନେକ କିଛି ।

ଏହି ଅଫର ଚଳିତ ଏପ୍ରିଲ ୬ ରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି । ଆମାଜନ.ଇନ ରେ ହୋମ ସପିଂ ସ୍ପ୍ରି ସମୟରେ ଗ୍ରାହକମାନେ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡରେ ୧୦%ର ଇନଷ୍ଟାଂଟ ବ୍ୟାଙ୍କ ଡିସକାଉଂଟ ପାଇପାରିବେ ।

ଯେଉଁ ଗ୍ରାହକମାନଙ୍କର ପ୍ରାଇମ ସଦସ୍ୟତା ରହିଛି ସେମାନେ ୧୦୦୦ଟଙ୍କାର ସର୍ବନିମ୍ନ ଟ୍ର।।କ୍ସନ ଉପରେ ୨୫୦ଟଙ୍କା ରିହାତି ପାଇପାରିବେ । ଏହା ସହିତ କୁପନ, କମ୍ବୋ ଅଫର ପରି ଅତିରିକ୍ତ ସୁବିଧା ପାଇପାରିବେ । ଏହା ସହିତ ରହିଛି ବାଏ ମୋର ସେଭ ମୋର ଅଫର, ଆକର୍ଷଣୀୟ ଡିଲ ଓ ଏକ୍ସଚେ ଅଫର ।

ଏହା ସହିତ ଗ୍ରାହକମାନେ ଅନେକଗୁଡ଼ିଏ ଟପ୍ ବ୍ରାଣ୍ଡରେ ସଂଚୟ କରିବାର ସୁଯୋଗ ପାଇପାରିବେ । ଏହି ଟପ ବ୍ରାଣ୍ଡଗୁଡ଼ିକ ମଧ୍ୟରେ ରହିଛି ପ୍ରେଷ୍ଟିଜ, ହାଭେଲ୍ସ, ବଜାଜ୍, ଆକ୍ୱାକ୍ଲିନ, ଲୁମିନସ, ବ୍ଲୁ ଷ୍ଟାର, ରକ ୱେଲ, ଅର୍ବାନ ଟେରାନ ଓ ଆହୁରି ଅନେକ । ଏଥିରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଷ୍ଟୋର ରହିଛି ଯେଉଁଠାରେ ଗ୍ରାହକମାନେ ହୋମ ଆଣ୍ଡ କିଚେନର ସାମଗ୍ରୀ ଉପରେ ଭଲ ଅଫର ଦିଆଯାଉଛି ।

Get real time updates directly on you device, subscribe now.