୨ ମାସର ହ୍ରାସ ପରେ ପୁଣି ଭାରତରେ ବଢ଼ିଲା କରୋନା ମାମଲା: ଏହି ରାଜ୍ୟଗୁଡ଼ିକରେ ବଢ଼ିଲା ସଂକ୍ରମଣ, ସାମିଲ ଅଛି ଓଡ଼ିଶା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସର ମାମଲା ପୁଣି ବଢ଼ିବାରେ ଲାଗିଛି । ଖାସକରି କରି ଦକ୍ଷିଣ ଆମେରିକୀୟ ଦେଶ ଏବଂ ଚୀନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା…

ସୁନା କିଣୁଥିଲେ ଆସିଲା ବଡ଼ ଖବର ! ୧୮୦୦ ଟଙ୍କା ଶସ୍ତାରେ ମିଳୁଛି ଗୋଲ୍ଡ, ଚେକ୍ କରନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସୁନା ଓ ରୂପା ମୂଲ୍ୟ ଲଗାତାର ବଢ଼ିବାରେ ଲାଗିଛି । ୨୭ ଡିସେମ୍ବର ୨୦୨୨ରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୫୪,୭୦୦ ଅତିକ୍ରମ କରି ବ୍ୟବସାୟ କରୁଛି । ଏହା ବ୍ୟତୀତ ରୂପା ମୂଲ୍ୟ ମଧ୍ୟ ୬୯୦୦୦…

ଏଣିକି ହ୍ୱାଟ୍ସଆପ ମାଧ୍ୟମରେ ବୁକ୍ କରିପାରିବେ Uber: ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: ରାଇଡ ଯୋଗାଉଥିବା ଆପ୍ Uber ଚଳିତବର୍ଷ ଆରମ୍ଭରେ ହ୍ୱାଟ୍ସଆପ ସହିତ ସହଭାଗୀ ହୋଇଥିଲା, ଯାହାଦ୍ୱାରା ଗ୍ରାହକମାନଙ୍କୁ ହ୍ୱାଟ୍ସଆପ୍ ଜରିଆରେ ରାଇଡ୍ ମିଳିପାରିବ । ଏବେ ଏହି ସେବା ଦିଲ୍ଲୀ-ଏନସିଆର, ଲକ୍ଷ୍ନୌ…

ଫୁଲ୍ ବ୍ରାଇଟନେସ୍ ଯୋଗୁଁ ହ୍ୟାଙ୍ଗ ହୋଇପାରେ ଫୋନ୍, ଫାଟିପାରେ ବ୍ୟାଟେରୀ: ଜାଣନ୍ତୁ ଆଉ କ’ଣ ହେବ କ୍ଷତି

ନୂଆଦିଲ୍ଲୀ: କିଛି ଲୋକ ନିଜର ଫୋନର ବ୍ରାଇଟନେସ୍ ସବୁବେଳେ ହାଇ ରଖିଥାନ୍ତି । ଏହି ଅଭ୍ୟାସ୍ ଠିକ୍ ନୁହେଁ । ଏହା ଆପଣଙ୍କ ଫୋନ୍ ପାଇଁ ଓ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ବ୍ରାଇଟନେସ୍ ଅଧିକ ରଖିବା…

ଆସନ୍ତା ୨୪ ଘଣ୍ଟାରେ ବନ୍ଦ ହୋଇଯିବ BSNL ସିମ୍! ଗ୍ରାହକଙ୍କୁ ପଠାଯାଉଛି ନୋଟିସ୍, ଜାଣନ୍ତୁ କ’ଣ ରହିଛି ମାମଲା ?

ନୂଆଦିଲ୍ଲୀ: BSNL ସିମ୍ ରଖିଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣଙ୍କ ପାଖରେ BSNL ସିମ୍ ଅଛି, ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ଆପଣଙ୍କ ସିମ୍ ବନ୍ଦ ହୋଇଯିବ କି ? କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି…

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଗତସିଂହପୁର ଡେପୁଟି କଲେକ୍ଟର ।…

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ୨ ଥିଓରି ପରୀକ୍ଷା! ଖୁବଶୀଘ୍ର CHSE ଘୋଷଣା କରିବ ଲିଷ୍ଟ

ଭୁବନେଶ୍ବର : କରୋନା ପୁଣି ଡରାଉଥିବା ବେଳେ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ୨ ଥିଓରି ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ।…

‘ଦୁନିଆରେ ପ୍ରଳୟ ଆଣିବ କରୋନା, ଏବେ ତ ଖାଲି ଟ୍ରେଲର…ମରିବେ ଲକ୍ଷାଧିକ ଲୋକ’, ବୈଜ୍ଞାନିକଙ୍କ ଭୟଙ୍କର ଦାବି

ନୂଆଦିଲ୍ଲୀ: ଚୀନରେ ବଢ଼ୁଥିବା କରୋନା ମାମଲା ପୁଣିଥରେ ମନରେ ଭୟ ସୃଷ୍ଟି କରିଛି । ଦ୍ରୁତ ଗତିରେ ବ୍ୟାପୁଥିବା ଭାଇରସ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଚୀନ୍, ଜାପାନ, ସାଉଥ କୋରିଆ ଓ ଆମେରିକାରେ କରୋନା…

ଚାଷୀମାନଙ୍କ ପାଇଁ ମୋଦୀଙ୍କ ବଡ଼ ଉପହାର: ଏହି ନମ୍ବରରେ ମିସ୍ କଲ୍ କରିବା ମାତ୍ରେ ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ମଧ୍ୟ ଜଣେ ଚାଷୀ, ତେବେ ଦେଶର ସରକାରୀ ବ୍ୟାଙ୍କ ପିଏନବି ଆପଣଙ୍କ ପାଇଁ ଏକ ବଡ ଉପହାର ଆଣିଛି । ଏଣିକି ଯଦି ଆପଣଙ୍କୁ ଟଙ୍କା ଦରକାର,…

କମିବ ଶୀତ, କଲବଲ କରିବ କୁହୁଡ଼ି: ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତର ପ୍ରଭାବ ବିଶେଷ ଅନୁଭୂତ ହେଉନାହିଁ । ରାତିରେ ତାପମାତ୍ରାରେ ବୃଦ୍ଧି ଘଟୁଥିବାରୁ ଶୀତ କମିବାରେ ଲାଗିଛି । ଆଗକୁ ଶୀତର ପ୍ରଭାବ ଆହୁରି କମିବା ସହ ଘନ କୁହୁଡ଼ି ଦେଖାଦେବ ବୋଲି…