ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ରୁଷି ସୁନକ୍

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ଏହା ପରେ ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ରୁଷି ସୁନକ୍ । ରାଜା ଚାଲର୍ସ-୩ଙ୍କୁ ଭେଟି ସୁନକ୍…

ବିନା ପ୍ରମାଣରେ ସ୍ୱାମୀଙ୍କୁ ମଦୁଆ ଓ ବ୍ୟଭିଚାର କହିବା ହେଉଛି କ୍ରୁରତା: ହାଇକୋର୍ଟ

ମୁମ୍ବାଇ: ଯଦି କୌଣସି ମହିଳା ବିନା ପ୍ରମାଣରେ ନିଜ ସ୍ୱାମୀକୁ ମଦୁଆ ଏବଂ ବ୍ୟଭିଚାରକାରୀ ବୋଲି କୁହନ୍ତି, ତେବେ ଏହା କ୍ରୁରତା ବୋଲି ବମ୍ବେ ହାଇକୋର୍ଟ ଦର୍ଶାଇଛନ୍ତି । କୋର୍ଟ ଏହି ନିଷ୍ପତ୍ତିରେ ଫ୍ୟାମିଲି କୋର୍ଟର…

ବର୍ଷର ଶେଷ ସୂର୍ଯ୍ୟପରାଗ: ଓଡ଼ିଶାରେ କେଉଁଠି ଓ କେତେ ସମୟ ଦେଖିପାରିବେ ଆପଣ, ଜାଣନ୍ତୁ

ଆଜି ଆଂଶିକ ସୂର୍ଯ୍ୟପରାଗ। ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏହା ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ…

Video: ବସରେ ଦୀପ ଲଗାଇ ଶୋଇପଡିଲେ ଡ୍ରାଇଭର ଓ କଣ୍ଡକ୍ଟର: ନିଆଁ ଲାଗିବାରୁ ଦୁହିଁଙ୍କର ମୃତ୍ୟୁ

ରାଞ୍ଚି: ରାଞ୍ଚି ଲୋୟର ବଜାର ଥାନା ଅନ୍ତର୍ଗତ ଖଡାଗଡା ବସରେ ଶୋଇବା ସମୟରେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି । ବସଷ୍ଟାଣ୍ଡରେ ଅଟକି ରହିଥିବା ବସରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା…

ସୂର୍ଯ୍ୟପରାଗ ପରେ ବଦଳିଯିବ ଏହି ରାଶିର ଲୋକଙ୍କ ଭାଗ୍ୟ: ଦେଖନ୍ତୁ ଆପଣ ହେବେ କି ଲାଭବାନ୍ ?

ଆଜି ସୂର୍ଯ୍ୟପରାଗ । ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଅପରାହ୍ନରେ ଦେଖିବାକୁ ମିଳିବ ବର୍ଷର ଶେଷ ସୂର୍ଯ୍ୟପରାଗ । ଓଡିଶାରେ କେବଳ ୨୦ ମିନିଟ ପାଇଁ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ । ଏହାକୁ ଖାଲି ଆଖିରେ…

ବଡ଼ ଖବର: ୨ ବର୍ଷ ପରେ ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଲା  ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ପରେ ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଛି ଅନୁମତି । ଦୀର୍ଘ ୨ ବର୍ଷର ବ୍ୟବଧାନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା । ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ଡିସିପି…

ଦୀପାବଳିରେ ସ୍ୱାସ୍ଥ୍ୟ ବିଭାଗର ନିଆରା ଅଫର: ଯକ୍ଷ୍ମା ରୋଗୀଙ୍କୁ ଆଣ, ୫୦ ହଜାର ପୁରସ୍କାର ନିଅ

ଆଗ୍ରା: ଆଗ୍ରା ମାଲୱା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦୀପାବଳିରେ ଏକ ନିଆରା ପୁରସ୍କାର ଯୋଜନା ଘୋଷଣା କରିଛି । ଏହି ଯୋଜନା ଅଧିନରେ, ଟିଭି ବା ଯକ୍ଷ୍ମା ରୋଗୀଙ୍କୁ ମେଡିକାଲ ଆଣିବା ଲୋକଙ୍କୁ ୫୦୦ରୁ ୫୦ ହଜାର ଟଙ୍କା…

ଧନତେରାସରେ ଗରିବଙ୍କୁ ନୂଆ ଘର ପ୍ରଦାନ କଲେ ମୋଦୀ: ୪.୫ ଲକ୍ଷ ଲୋକଙ୍କୁ କରାଇଲେ ‘ଗୃହପ୍ରବେଶ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ୪.୫ ଲକ୍ଷ ଲୋକଙ୍କ 'ଗୃହ ପ୍ରବେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହର ଉଦଘାଟନ କରିଛନ୍ତି । ଏହି…

ଯଦି ଘରର ଅଗଣାରେ ଉଠିଛି ଅଶ୍ୱସ୍ଥ ଗଛ, ତେବେ କିପରି ହଟାଇବେ ? ଜାଣନ୍ତୁ

ଅଶ୍ୱସ୍ଥ ଗଛର ବାସ୍ତୁ ସହିତ ଧାର୍ମିକ ମହତ୍ତ୍ୱ ମଧ୍ୟ ଖାସ ରହିଛି । କିନ୍ତୁ ଏହାକୁ ଘରେ ରଖିବା ଅଶୁଭ ବୋଲି ବିବେଚନା କରାଯାଏ । ଅନେକ ଥର ଅଶ୍ୱସ୍ଥ ଗଛକୁ ନଲଗାଇ ମଧ୍ୟ ଘରେ ଉଠିଯାଇଥାଏ । ଯଦି ଘରର ଅଗଣାରେ ଅଶ୍ୱସ୍ଥ ଗଛ…

ମୃତ୍ୟୁ ପର୍ଯ୍ୟନ୍ତ ସାଙ୍ଗରେ ଥାଆନ୍ତି ଏହି ୪ ବନ୍ଧୁ: ଜାଣନ୍ତୁ କାହିଁକି ଏପରି କହିଲେ ଚାଣକ୍ୟ

ସବୁ ପରିସ୍ଥିତିରେ ଜଣେ ଭଲ ବନ୍ଧୁ ହିଁ ସାଥିରେ ରହିଥାଏ । ମିତ୍ର ଯଦି ଭଲ ହେବେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଆଟି ସହଜରେ ଚାଲିଯାଏ । ଭଲ ମିତ୍ର ମିଳିବା ଅତ୍ୟନ୍ତ କଷ୍ଟ ଯିଏ ସୁଖ କିମ୍ବା ଦୁଃଖ ସମୟରେ ବିନା…