ବିଶ୍ୱର ସର୍ବପ୍ରାଚୀନ ହୃତପିଣ୍ଡ ଆବିଷ୍କୃତ, ଜୀବାଶ୍ମଟି ଅତ୍ୟନ୍ତ ସୁନ୍ଦର ଭାବେ ସୁରକ୍ଷିତ: ବୈଜ୍ଞାନିକଙ୍କ ଦାବି
୩୮୦ ନିୟୁତ ବର୍ଷ ତଳର ଏକ ପ୍ରାଚୀନ ହନୁହାଡ଼ଯୁକ୍ତ ମାଛର ଜୀବାଶ୍ମରେ ବିଶ୍ୱର ସର୍ବପ୍ରାଚୀନ ହୃତପିଣ୍ଡ ଆବିଷ୍କୃତ ହୋଇଛି । ଜୀବାଶ୍ମଟି ଅତ୍ୟନ୍ତ ସୁନ୍ଦର ଭାବେ ସୁରକ୍ଷିତ ରହିଛି । କର୍ଟିନ୍ ବିଶ୍ୱବିଦ୍ୟାଳୟର…