୩ ଦିନ ପାଇଁ ସମଗ୍ର ଦୁନିଆରେ ଘୋଟିଯିବ କଳା ଅନ୍ଧାର ! ୨୦୨୨ରେ ଦେଖିବାକୁ ମିଳିବ ଏପରି ଦୃଶ୍ୟ
ନୂଆଦିଲ୍ଲୀ: ଆପଣ ନୋଷ୍ଟ୍ରାଡାମସଙ୍କ ନାମ ତ’ ଶୁଣିଥିବେ ନିଶ୍ଚୟ । ଫ୍ରାନ୍ସର ସେହି ଭବିଷ୍ୟବକ୍ତା, ଯିଏକି ଏହି ଦୁନିଆରେ ଅନେକ ଜିନିଷ ବିଷୟରେ ସମୁଦାୟ ୬,୩୩୮ ଭବିଷ୍ୟବାଣୀ କରିଥିଲେ । ଆମ ଦୁନିଆ କେବେ ଏବଂ କିପରି ଶେଷ…