fbpx

ଠାକୁରମୁଣ୍ଡା ନିକଟସ୍ଥ ଗାଉଗାଡ଼ିଆ ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା

କରଞ୍ଜିଆ: (ଓଡ଼ିଶା ଭାସ୍କର) ଜଙ୍ଗଲ ଭିତରୁ ୧୭-୧୮ ଦିନର ଶିଶୁକନ୍ୟା ଉଦ୍ଧାର । ଠାକୁରମୁଣ୍ଡା ନିକଟସ୍ଥ ଗାଉଗାଡ଼ିଆ ଜଙ୍ଗଲରୁ ଉଦ୍ଧାର । ଜଙ୍ଗଲକୁ ପତ୍ର ପାଇଁ ଯାଇଥିବା କିଛି ମହିଳା ଶିଶୁକନ୍ୟାକୁ ଦେଖିଥିଲେ । ଶିଶୁକନ୍ୟାକୁ ଦେଖି ସ୍ଥାନୀୟ ଚମ୍ପାଝର ସରପଞ୍ଚଙ୍କୁ ଖବର ଦେଇଥିଲେ । ଶିଶୁନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସରପଞ୍ଚ ।

Get real time updates directly on you device, subscribe now.