fbpx

୩ରୁ ଖୋଲିବ ବଳଦେବଜିଉ ମନ୍ଦିର

କେନ୍ଦ୍ରାପଡା,୧୬ ।୧୨(ଓଡିଶା ଭାସ୍କର): କରୋନା ଯୋଗୁଁ ବନ୍ଦ ଥିବା ମନ୍ଦିର ଧିରେ ଧିରେ ଖୋଲିବାରେ ଲାଗିଛି । ଏହାରୀ ମଧ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡାର ବଳଦେବଜିଉ ମନ୍ଦିର । ମନ୍ଦିର ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା । କିନ୍ତୁ କୋଭିଡ ଗାଇଡଲାଇନ ଅନୁସାରେ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏକ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ହୋଇଛି ।

Get real time updates directly on you device, subscribe now.