fbpx

ବଡ ଖବର: ୧୫ ଓ ୧୬ରେ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର ,୯ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧୫ ଓ ୧୬ ତାରିଖରେ ହେବ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟରେ ରାଜ୍ୟର ୫୫୦୦ ବ୍ୟାଙ୍କ ୩୦ ହଜାର କର୍ମଚାରୀ ସାମିଲ ହେବେ । ଏନେଇ ଏଆଇବିଓସି ଓଡିଶା ୟୁନିଟ ସଭାପତି ଦାମୋଦର ନନ୍ଦସୂଚନା ଦେଇଛନ୍ତି ।

Get real time updates directly on you device, subscribe now.