fbpx

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା: କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାଂସଦ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବଙ୍କ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରି ବର୍ଷାଙ୍କୁ ଘର ଛାଡ଼ିବାକୁ SDJM କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଙ୍କ ରହଣି ପାଇଁ ବ୍ୟବସ୍ଥା କରିବେ କହିଥିଲେ ଅନୁଭବ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜେଏମ କୋର୍ଟ । ପୈତୃକ ଘର ଛାଡ଼ିବାକୁ ଅନୁଭବ ମହାନ୍ତି ଆବେଦନ କରିଥିଲେ । ବାପା-ମା’ଙ୍କ ଅସୁସ୍ଥ ଯୋଗୁଁ ଘର ଛାଡ଼ିବାକୁ ଅନୁଭବ ଆବେଦନ କରିଥିଲେ ।

 ଅନୁଭବଙ୍କ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ। ଅନୁଭବଙ୍କ ପିଟିସନକୁ ଗ୍ରହଣ କରି ବର୍ଷାଙ୍କୁ ଘର ଛାଡ଼ିବାକୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜେଏମ କୋର୍ଟ। ବର୍ଷା ତାଙ୍କ ସ୍ତ୍ରୀ ହୋଇଥିବାରୁ ତାଙ୍କର ରହଣି ପାଇଁ ବ୍ୟବସ୍ଥା କରିବେ କହିଥିଲେ ଅନୁଭବ। ବର୍ଷା ଘର ଛାଡ଼ିବା ପରେ ଏକ ଟୁ-ବିଏଚକେର ଏକ ଘର ସହିତ ପ୍ରତି ମାସ ୧୦ ତାରିଖ ପୁର୍ବରୁ ତାଙ୍କୁ ସେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଦେବାକୁ ଅନୁଭବ କହିଥିଲେ । ବାପା-ମା’ଙ୍କ ଅସୁସ୍ଥ ଯୋଗୁଁ ପୈତୃକ ଘର ଛାଡ଼ିବାକୁ ଅନୁଭବ ଆବେଦନ କରିଥିଲେ ।

Get real time updates directly on you device, subscribe now.