ଭୁବନେଶ୍ୱର,୨୦/୭(ଓଡିଶା ଭାସ୍କର): ଭୁବନେଶ୍ବର DCP ଭାବେ ଆଜି ଦାୟିତ୍ବ ନେବେ ଉମାଶଙ୍କର ଦାଶ । ପୋଲିସ କମିସନର କାର୍ଯ୍ୟାଳୟରେ ଅନୁପ ସାହୁଙ୍କଠାରୁ ନେବେ ଦାୟିତ୍ବ । ତେବେ ୨୦୦୮ ବ୍ୟାଚ୍ର IPS ଅଫିସର ହେଇଛନ୍ତି ଉମାଶଙ୍କର ଦାଶ । ସେ ପୂର୍ବରୁ ରାଉରକେଲା ଓ ପୁରୀ SP ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି।
Next Post