fbpx

ପାଖରେ ଏହି କ୍ରେଡିଟ କାର୍ଡ ଥିଲେ ପ୍ରତିଦିନ ମାଗଣାରେ ଦେଖନ୍ତୁ ଫିଲ୍ମ, ଖର୍ଚ୍ଚ ହେବନି ଗୋଟିଏ ଟଙ୍କା

ନୂଆଦିଲ୍ଲୀ: ଯେଉଁମାନେ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ମଲ୍ଟିପ୍ଲେକ୍ସ ଚେନ୍ PVR ଆଇନକ୍ସରେ ଚଳଚ୍ଚିତ୍ର ଟିକେଟ୍ ବୁକ୍ କରନ୍ତି, ତେବେ କୋଟାକ୍ PVR ଆଇନକ୍ସ କ୍ରେଡିଟ୍ କାର୍ଡ ଆପଣଙ୍କ ପାଇଁ ଏକ ଭଲ ହୋଇପାରେ। ଏହି କାର୍ଡ ମାଧ୍ୟମରେ ଆପଣ ପ୍ରତି ମାସରେ ଅସୀମିତ ଚଳଚ୍ଚିତ୍ର ଟିକେଟ୍ ପାଇପାରିବେ।

ବେସରକାରୀ କ୍ଷେତ୍ର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ମଲ୍ଟିପ୍ଲେକ୍ସ ଚାଲୁଥିବା କମ୍ପାନୀ PVR ଆଇନକ୍ସ ଦ୍ୱାରା ମିଳିତ ଭାବେ ଏହି କ୍ରେଡିଟ୍ କାର୍ଡ ପ୍ରଚଳନ କରାଯାଇଛି। ଏହି କାର୍ଡ VISA ପ୍ଲାଟଫର୍ମରେ ପରିଚିତ ହୋଇଛି। ଏହାର ଅର୍ଥ ହେଉଛି ଯେ ସମସ୍ତ ବ୍ୟବସାୟୀ ଆଉଟଲେଟ୍ କିମ୍ବା ଅନ୍ଲାଇନ୍ ପ୍ଲାଟଫର୍ମରେ କାର୍ଡ ବ୍ୟବହାର କରାଯାଇପାରିବ ଯାହା ଭିସା କାର୍ଡ ଗ୍ରହଣ କରେ।

କୋଟାକ ପିଭିଆର ଆଇନକ୍ସ କ୍ରେଡିଟ କାର୍ଡର ଖାସ ଫିଚର୍ସ:

-ବିଲିଙ୍ଗ ସାଇକେଲରେ କୋଟାକ ପିଭିଆର ଆଇନକ୍ସ କ୍ରେଡିଟ କାର୍ଡ ମାଧ୍ୟମରେ ପ୍ରତି ୧୦ ହଜାର ଟଙ୍କା ଖର୍ଚ୍ଚ କରିବାରେ ଆକାଉଣ୍ଟଧାରୀଙ୍କୁ ୩୦୦ ଟଙ୍କା ମୂଲ୍ୟର ଏକ ୧ ପିଭିଆର ଆଇନକ୍ସ ମୁଭି ଟିକେଟ ମିଳିବ । ଏଥିରେ ରେଟ ପେମେଣ୍ଟ ଏବଂ ୱାଲେଟ ରିଲୋଡ ଉପରେ କରାଯାଇଥିବା ଖର୍ଚ୍ଚ ଏଥିରେ ସାମିଲ ହେବ ନାହିଁ ।

୧୦ ହଜାରରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କଲେ-୧ଟି ମୁଭି ଟିକେଟ
୨୦ହଜାରରୁ ୩୦ ହଜାର ଖର୍ଚ୍ଚ କଲେ-୨ଟି ମୁଭି ଟିକେଟ
୩୦ ହଜାରରୁ ୪୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କଲେ-୩ଟି ମୁଭି ଟିକେଟ
୪୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କଲେ-୪ଟି ମୁଭି ଟିକେଟ
୫୦ ହଜାରରୁ ୬୦ ହଜାର ଖର୍ଚ୍ଚ କଲେ-୫ଟି ମୁଭି ଟିକେଟ

-ପିଭିଆର ଆଇନକ୍ସ ପରିସରରେ ଖାଦ୍ୟ ପାନୀୟ ଉପରେ ୨୦ ପ୍ରତିଶତ ଖର୍ଚ୍ଚ ହେବ ।
-ମୁଭି ଟିକେଟ ବୁକ କରିବା ପାଇଁ ୫ ପ୍ରତିଶତ ଡିସକାଉଁଣ୍ଟ ମିଳିବ ।
-ପ୍ରିମିୟମ ପିଭିଆର ଆଇନକ୍ସ ଲାଉଁଜ ଆକ୍ସେସର ସୁଯୋଗ
-ଏହି କାର୍ଡ କନେକ୍ଟଲେସ ଟେକନଲୋଜୀରୁ ଲେସ ଅଟେ ଯେଉଁଥିରେ ଗ୍ରାହକଙ୍କୁ ଟ୍ୟାପ ଆଣ୍ଡ ପେ ର ସୁବିଧା ମିଳିବ ଅର୍ଥାତ କାର୍ଡକୁ ସ୍ୱାଇପ କରିବା ବିନା ପିଓଏସ ମେସିନରେ କେବଳ ଟ୍ୟାପ କରି ପେମେଣ୍ଟ କରାଯାଇପାରିବ । ଏହି ସୁବିଧା ମାଧ୍ୟମରେ ବିନା ପିନର ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ।

Get real time updates directly on you device, subscribe now.