fbpx

ସ୍ଥାନାନ୍ତର ହେବ ୟୁନିଟ୍-୧ ପରିବା ମାର୍କେଟ, ଜାଣନ୍ତୁ କେଉଁଠିକୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ୍-୧ ପରିବା ହୋଲସେଲ୍ ମାର୍କେଟ୍ । ଭୁବନେଶ୍ୱର ଉପକଣ୍ଠ ଭବବାନପୁର ସ୍ଥାନାନ୍ତର କରାଯିବ ୟୁନିଟ୍-୧ ପରିବା ହାଟ । ଏନେଇ ଆଜି ସୂଚନା ମିଳିଛି । ହୋଲସେଲ୍ ଲାଗି ଭଗବାନପୁରରେ ସବୁ ପ୍ରକାର ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ସହର ମଧ୍ୟରେ ଗହଳି କମାଇବା ପାଇଁ ଏବଂ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାରମ୍ଭିକ ବୈଠକରେ ନିଷ୍ପତ୍ତି ନେଇ ବିଏମସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.