ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨୬୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୧୭ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଗଞ୍ଜାମରୁ ସର୍ବାଧିକ ୫୪୦, ଖୋର୍ଦ୍ଧାରୁ ୧୩୭, ରାୟଗଡ଼ାରୁ ୮୪, ଗଜପତିରୁ ୭୪, ନୟାଗଡ଼ରୁ ୬୧, ସୁନ୍ଦରଗଡ଼ରୁ ୬୦, କଟକରୁ ୪୭, ଭଦ୍ରକରୁ ୩୦, କନ୍ଧମାଳରୁ ୨୯, କୋରାପୁଟରୁ ୨୭, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୪,ପୁରୀରୁ ୨୨, ସମ୍ବଲପୁରରୁ ୨୦, ଯାଜପୁରରୁ ୧୭, ମୟୁରଭଞ୍ଜରୁ ୧୫, ବାଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୮, ଅନୁଗୁଳରୁ ୭, କଳାହାଣ୍ଡିରୁ ୭, ଢ଼େଙ୍କାନାଳରୁ ୬, ଜଗତସିଂହପୁରରୁ ୪, ନବରଙ୍ଗପୁରରୁ ୪, ଝାରସୁଗୁଡ଼ାରୁ ୩, ବୌଦ୍ଧରୁ ୨, ବଲାଙ୍ଗୀର ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 22nd July
New Positive Cases: 1264
In Quarantine: 847
Local Contacts: 417(Details of local contacts will be shared by concerned District Administration)
District Wise Cases
1. Angul: 7
2. Balasore: 9
3. Bargarh: 24
4. Bhadrak: 30
5. Balangir: 1— I & PR Department, Odisha (@IPR_Odisha) July 23, 2020
22. Nayagarh: 61
23. Nuapada: 1
24. Puri: 22
25. Rayagada: 84
26. Sambalpur: 20
27. Sundargarh: 60New Recoveries: 440
Cumulative Tested: 421931
Positive: 21099
Recovered: 13749
Active Cases: 7205— I & PR Department, Odisha (@IPR_Odisha) July 23, 2020