ଭୁବନେଶ୍ୱର, ୨୪/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୩ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୮୮୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଖୋର୍ଦ୍ଧା ରୁ ୬୫୩, କଟକରୁ ୫୬୭, ପୁରୀରୁ ୨୦୩, ଜଗତସିଂହପୁର ରୁ ୧୯୩, ଝରସୁଗୁଡ଼ାରୁ ୧୭୪, ବାଲେଶ୍ୱରରୁ ୧୬୨, ଅନୁଗୁଳୁ ରୁ ୧୫୫, ଯାଜପୁରରୁ ୧୫୧, ବରଗଡ଼ରୁ ୧୦୮, ଭଦ୍ରକରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 23rd September
New Positive Cases: 4340
In quarantine: 2517
Local contacts: 1823(Details of local contacts will be shared by concerned Dist Administration)
District Wise Cases
1. Angul: 155
2. Balasore: 162
3. Bargarh: 108
4. Bhadrak: 105
5. Balangir: 53— I & PR Department, Odisha (@IPR_Odisha) September 24, 2020
22. Mayurbhanj: 127
23. Nawrangpur: 143
24. Nayagarh: 84
25. Nuapada: 74
26. Puri: 203
27. Rayagada: 62
28. Sambalpur: 130
29. Sonepur: 129
30. Sundargarh: 138
31. State Pool: 164New Recovery: 4052
Cumulative Tested: 2956301
Positive: 196888
Recovered: 157265
Active Case: 38818— I & PR Department, Odisha (@IPR_Odisha) September 24, 2020