fbpx

ବଡ଼ ଖବର: ଚୀନର କମାଣ୍ଡିଙ୍ଗ ଅଫିସରଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୭ା୬: ଲଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ବର୍ତ୍ତମାନ ଭାରତ ଓ ଚୀନ ମୁହାଁମୁହିଁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚୀନ ସେନାର କମାଣ୍ଡିଙ୍ଗ ଅଫିସରଙ୍କ ମୃତ୍ୟୁ ଘଟିଛି । ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ଅଫିସରଙ୍କ ମୃତ୍ୟୁ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ମଧ୍ୟ ଭାରତ ଓ ଚୀନ ମୁହାଁମୁହିଁ ଘଟଣାରେ  ଭାରତର ୨୦ ଯବାନ ସହିଦ ହେବା ସହ ଚୀନ୍‌ର ୪୩ ଯବାନ ମୃତାହତ ହୋଇଥିବା ନେଇ ସୂଚନା ରହିଛି।

Get real time updates directly on you device, subscribe now.