fbpx

BIG BREAKING; ଯାଜପୁର ରୋଡ଼ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ

ଓଡିଶା ଭାସ୍କର; ଯାଜପୁର ରୋଡ଼ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିବା ଖବର ଏବେ ସାମ୍ନାକୁ ଆସି ପହଞ୍ଚିଛି । ଏହି ମାର୍କେଟରେ ଥିବା ଏକ ଗୋଦାମ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ । ସେପଟେ ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ଗାଡି ନିୟୋଜିତ ରହିଛନ୍ତି । ଅନ୍ୟପଟେ ଦୁଇ ଜଣ ଆହତଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.