fbpx

Big Breaking; ବିଧାନସଭା ର୍ନିବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ବିଭିନ୍ନ ଆସନରୁ ନିର୍ବାଚନ ଲଢେଇ ପାଇଁ ଅନୁମତି ପାଇଛନ୍ତି ବିଜେଡିର ଆଗ ଧାଡ଼ିର ନେତା । ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେପି ଓ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିନଥିବା ବେଳେ ବିଜେଡି ଏ କ୍ଷେତ୍ରରେ ଆଗରେ ରହିଛି ।

Get real time updates directly on you device, subscribe now.