ଭୁବନେଶ୍ୱର: ସରକାରଙ୍କ ବର୍ଷ ପୂର୍ତ୍ତି ପାଳନବେଳେ ବିଜେଡି ଦଳ ପକ୍ଷରୁ ଲୋୟର ପିଲଏମଜିରେ ପ୍ରତିବାଦ ପ୍ରଦର୍ଶନ ।
ଲୋୟର ପିଏମଜିର ବିଜେଡିର ନାରାବାଜି । ବିଜେଡି କର୍ମୀ ଭାଙ୍ଗିଲେ ବ୍ୟାରିକେଟ୍ । ପୋଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ।
ଦ୍ୱିତୀୟ ବ୍ୟାରିକେଟ୍ ଭାଙ୍ଗିବାକୁ କର୍ମୀଙ୍କ ପ୍ରୟାସବେଳେ ପୋଲିସ ଅଟାକାଇଛନ୍ତି । ଲୋୟର ପିଏମଜିରେ ବିଜେଡି କର୍ମୀ ଓ ପୋଲିସ ଠେଲାପେଲା ହୋଇଛନ୍ତି ।