୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି: ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ୱ ?

ଭୁବନେଶ୍ୱର: ବିଜେପି ପକ୍ଷରୁ ବାକି ଥିବା ୧୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଆଜି ଘୋଷଣା ହୋଇଛି । ଏହା ପୂର୍ବରୁ ଦଳ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା । ତେବେ ଆସନ୍ତୁ ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କାହାକୁ ଦାୟିତ୍ୱ ଦିଆଯାଇଛି…

ଭୁବନେଶ୍ୱର-ନିରଞ୍ଜନ ମିଶ୍ର
ଅନୁଗୁଳ-ଯଯାତି କେଶରୀ ପଟ୍ଟନାୟକ
ଭଦ୍ରକ-ଭଗବାନ ପଣ୍ଡା
ଗଜପତି-ନବକିଶୋର ସବର
ଯାଜପୁର-ଦେବଯାନୀ ପ୍ରଧାନ
ଝାରସୁଗୁଡ଼ା-ରଘୁନନ୍ଦନ ପଣ୍ଡା
କନ୍ଧମାଳ-ପଣ୍ଡିତ କୁମାର ବିସମାଝୀ
ଖୋର୍ଦ୍ଧା- ବିଶ୍ୱରଞ୍ଜନ ବଡଜେନା
କୋରାପୁଟ- ଶିବ ମୁଦୁଲି
ନୟାଗଡ଼- ଦାପସ ରଞ୍ଜନ ମାର୍ଥୀ
ରାୟଗଡ଼ା- ଗୋପୀ ଆନନ୍ଦ
ସୁବର୍ଣ୍ଣପୁର- ବେଣୁଧର ଦାଶ
ରାଉରକେଲା- ପୂର୍ଣ୍ଣିମା କେରକେଟା ।