fbpx

ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ବିହାର,୧୧ ।୧୦: ବିହାର ନିର୍ବାଚନ ପାଇଁ ଆଜି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି । ୩୦ ଜଣିଆ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ରହିଛି । ସେହିପରି ରାଜନାଥ ସିଂହ, ଜେ.ପି ନଡ୍ଡା, ସ୍କୃତି ଇରାନୀଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଦେବେନ୍ଦ୍ର ଫଡାନାବିସଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.