fbpx

ଆଇନ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ; କେନ୍ଦ୍ରାପଡ଼ା ଗସ୍ତ ବେଳେ ବିରୋଧ

Advertisement

କେନ୍ଦ୍ରାପଡ଼ା ଗସ୍ତ ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିରୋଧ । କେନ୍ଦାପଡ଼ା ଲ’ କଲେଜ ଛକରେ ଯୁବ କଂଗ୍ରେସ କଳାପତାକା ପ୍ରଦର୍ଶନ କରିଥିବାବେଳେ, ଗୁଲନଗର ଛକରେ ବିରୋଧ କରିଛି ବିଜେପି । ଉଭୟ ଦଳର କର୍ମୀଙ୍କ କଳାପତାକା ପ୍ରଦର୍ଶନ ସହ ନାରାବାଜି କରି ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି ।

 

Get real time updates directly on you device, subscribe now.