fbpx

ରାଜଧାନୀର ଏକ ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଆରସି ଭିଲେଜର ନୀଳାଦ୍ରି ନିଳୟ ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଘୋଷଣା । ଏକାଧିକ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି । କଣ୍ଟେନମେଣ୍ଟ ଅଞ୍ଚଳରେ କୌଣସି ପ୍ରକାର ଚଳାଚଳକୁ ବାରଣ କରାଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି । ବିଏମସି ତରଫରୁ ସେମାନଙ୍କୁ ଜରୁରୀ ସମାଗ୍ରୀ ପହଞ୍ଚାଯିବା ନେଇ କୁହାଯାଇଛି ।

Get real time updates directly on you device, subscribe now.