fbpx

Breaking: କାର୍ ଧକ୍କାରେ ଚାଲିଗଲା ଭାଇ-ଭଉଣୀ ଦୁହିଁଙ୍କ ପ୍ରାଣ

Advertisement

ନରସିଂହପୁର: ଭଟ୍ଟାରିକା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ କାର୍ ଧକ୍କାରେ ବାଇକ୍ ଆରୋହୀ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାଟି ବଡ଼ମ୍ବା ଥାନା ଭଟ୍ଟାରିକା ଛକ ନିକଟରେ ଘଟିଛି । ଭାଇ-ଭଉଣୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ଏନେଇ ପୋଲିସ ବୁଝାସୁଝା କରୁଛି ।

Get real time updates directly on you device, subscribe now.