fbpx

ଚାନ୍ଦିପୁରରୁ ITCM କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଚାନ୍ଦିପୁର ଘାଟିରୁ ଚାନ୍ଦିପୁରରୁ ITCM କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ ହୋଇଛି । ଆଇଟିଆର ୩ ନମ୍ବର ଲଞ୍ଚପ୍ୟାଡରୁ ୧୦ଟା ୪୫ରେ ପରୀକ୍ଷଣ ହୋଇଛି । ସୁପରସୋନିକ୍ କ୍ରୁଜ୍ ମିଜାଇଲ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ ହୋଇଛି । ITCM ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍‌ ବାଲିଷ୍ଟିକ ମିସାଇଲ୍‌ । ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ରହିଛି । ଏହା ୩୦୦ KG ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ।

Get real time updates directly on you device, subscribe now.