fbpx

Breaking News; ୱେଲଡିଂ ବେଳେ ଭୁବନେଶ୍ୱରରେ ଜଳିଗଲା ୫ ବସ୍

ଓଡିଶା ଭାସ୍କର; ଭୁବନେଶ୍ୱରରେ ଜଳିଗଲା ୫ ବସ୍ । ଦୀପାବଳି ସନ୍ଧ୍ୟା ପୂର୍ବରୁ ସାମ୍ନାକୁ ଆସଛି ଏଭଳି ଏକ ଅଭାବନୀୟ ଘଟଣା । ୱେଲଡିଂ ବେଳେ ବସରେ ନିଆଁ ଲାଗିଯାଇଥିବା ସୂଚନା । ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ଏଭଳି ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଦୀର୍ଘ ସମୟର ଉଦ୍ୟମରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ବସ୍‌ରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Get real time updates directly on you device, subscribe now.