fbpx

BigBreaking:ସାମରିକ ଚପର ଦୁର୍ଘଟଣାଗ୍ରସ୍ତ;ସର୍ଚ୍ଚ ଅପରେଶନ ଜାରି

ନୂଆଦିଲ୍ଲୀ :ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ସିଙ୍ଗିଗ ଗ୍ରାମ ନିକଟରେ ଏକ ସାମରିକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରର ଦୁର୍ଘଟଣାଗ୍ରସ୍ତ ସ୍ଥାନ ସିଆଙ୍ଗ ଜିଲ୍ଲାର ଟୁଟିଙ୍ଗ ମୁଖ୍ୟାଳୟଠାରୁ ୨୫ କିଲୋମିଟର ଦୂରରେ ଥିବା ସୂଚନାମିଳିଛି । ରିପୋର୍ଟକୁ ଭିତ୍ତିକରି ଯାହା ପ୍ରାଥମିକ ସୂଚନା ମିଳିଛି ଦୁର୍ଘଟଣା ସ୍ଥଳ କୁ ରାସ୍ତା ସଂଯୋଗ ହୋଇନାହିଁ। ଉକ୍ତ ସ୍ଥାନକୁ ଗୋଟେ ଟିମ ପଠେଇ ଦିଆ ଯାଇଛି । ତେବେ ଉଦ୍ଧାର କାର୍ଯ୍ୟ ଏବେ ଆରମ୍ଭ ହୋଇଛି ଏବଂ ଦଳ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ଅଧିକ ଟିମ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା କିଛି କ୍ଷୟ କ୍ଷତି ଆକଳନ କରାଯାଇ ନାହିଁ ।

Get real time updates directly on you device, subscribe now.