fbpx

୧୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ବରୁଣେଇ ନଗରରୁ ୧୮୦ ଗ୍ରାମ ବ୍ରାଉନସୁଗାର ଜବତ । ଘରେ ବ୍ରାଉନସୁଗାର ବିକୁଥିବାବେଳେ ଜବତ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଅନିତା ପରମଗୁରୁଙ୍କୁ ଗିରଫ କଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଖୋର୍ଦ୍ଧା ଟାଉନ ଅଞ୍ଚଳରୁ ଅନିତାଙ୍କୁ ଗିରଫ କରିଛି ଫ୍ଲାଇଙ୍ଗ ସ୍କ୍ୱାର୍ଡ । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୮ ଲକ୍ଷରୁ ଅଧିକ ।

Get real time updates directly on you device, subscribe now.