fbpx

କେନ୍ଦ୍ର ବଜେଟକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ, ୧ା୨ (ଓଡିଶା ଭାସ୍କର): କେନ୍ଦ୍ର କ୍ୟାବିନେଟ ବୈଠକରେ ବଜେଟକୁ ମିଳିଛି ଅନୁମୋଦନ । ୨୦୨୧-୨୨ ବର୍ଷ ପାଇଁ ବଜେଟକୁ ମଞ୍ଜୁରୀ ମିଳିଥିବା ଜଣାଯାଇଛି । ତେବେ ବଜେଟ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକ ସମାପ୍ତ ହୋଇଛି । କିଛି ସମୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଆଗତ କରିବେ । ଏହି ବଜେଟକୁ ନେଇ ଦେଶବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.