fbpx

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ବସ: ଜଣେ ମୃତ, ୧୦ରୁ ଅଧିକ ଗୁରୁତର

ଓଡ଼ିଶା ଭାସ୍କର: ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ବସ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲା ଏହି ଯାତ୍ରୀବାହୀ ବସ । କୋରାପୁଟ ଜିଲ୍ଲା ପୋଡାଗଡ଼ ପାୱାର ଗ୍ରୀଡ଼ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ।

Get real time updates directly on you device, subscribe now.