fbpx

ଆଜିଠୁ ଆରମ୍ଭ ବିଜୟ ଅଭିଯାନ! ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ହିଞ୍ଜିଳିରେ ଶଙ୍ଖନାଦ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରଚାର ମଇଦାନ କମ୍ପିଉଠିଛି । ବିଜୟ ଆଶାରେ ସାରା ଓଡ଼ିଶାରେ କମ୍ପଉଠିଛି ବିଜେଡି ବିଜେପି ଜୟ ଜୟକାର ଧ୍ୱନୀ । ତେବେ ଏହି ପ୍ରକ୍ରିୟାରେ ଆଜି ସାମିଲ ହେବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ମୁଖ୍ୟମନ୍ତ୍ରୀ ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ନିଜ ନିର୍ବାଚନ ମଣ୍ଡଳିରେ ସମାବେଶ କରି ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଦୁଇଟି ସଭାକୁ ସମ୍ବୋଧିତ କରି ବିଜେଡି ଗଡ଼ରେ ଶଙ୍ଖଧ୍ୱନୀ ବଜାଇବାକୁ ପାଦ ଥାପିବେ ବିଜେଡି ସୁପ୍ରିମୋ । ସକାଳ ୧୦.୩୦ରେ ହିଞ୍ଜିଳିରେ ଜନ ସମାବେଶ ଅନୁଷଠିତ ହେବ । ଏହାପରେ ୧୧.୩୦ରେ ଶେରଗଡ଼ରେ ୧୧.୩୦ରେ ବିଜେଡି ପ୍ରଚାରର ମୁଳଦୁଆ ଦେବେ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.