fbpx

ଟ୍ରକକୁ ଧକ୍କା ଦେଲା କାର୍ , ୫ ମୃତ, ୨ ମହିଳା ଗୁରୁତର

ଭୁବନେଶ୍ୱର:ବିଳମ୍ବିତ ରାତ୍ରୀରେ ବଲାଙ୍ଗୀରରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ବଲାଙ୍ଗୀର ଛୁଇଁପଦ ନିକଟରେ ରାସ୍ତାରେ ଛିଡା ହୋଇଥବା ଏକ ଟ୍ରକକୁ କାର୍ ଧକ୍କା ଦେବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କାର୍ରେ ଥିବା ଅନ୍ୟ ୨ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.