Browsing Category
ବାଣିଜ୍ୟ
ଏଣିକି X (Twitter)ରେ ପୋଷ୍ଟ କରିପାରିବେ Adult Content, ଲଞ୍ଚ ହେଲା ନୂଆ ପଲିସି
ନୂଆଦିଲ୍ଲୀ: X ପ୍ରଥମେ ଟ୍ୱିଟର ନାମରେ ପରିଚିତ ଥିଲା । ଯେବେଠାରୁ ଏହି ଆପର ମାଲିକାନା ଏଲନ ମସ୍କ ଗ୍ରହଣ କରିଛନ୍ତି, ସେବେଠାରୁ ଏଥିରେ ଅନେକ କିଛି ଜିନିଷ ବଦଳିଯାଇଛି । ବର୍ତ୍ତମାନ ଏକ୍ସ ପଲିସିରେ ଆହୁରି ପରିବର୍ତ୍ତନ…
ସ୍ପେକ୍ଟ୍ରମ ନିଲାମ ତାରିଖ ବୃଦ୍ଧି କରିଲା ଟେଲିକମ୍ ବିଭାଗ, ଜୁନ୍ ୨୫ରେ ପରବର୍ତ୍ତୀ ଅକ୍ସନ
ନୂଆଦିଲ୍ଲୀ: ଦୂରସଂଚାର ବିଭାଗ ସ୍ପେକ୍ଟ୍ରମ ନିଲାମ ତାରିଖରେ ବୃଦ୍ଧି କରିଛି । ଏନେଇ ମଙ୍ଗଳବାର ବିଭାଗର ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି । ବିଡ୍ ପାଇଁ ଆବେଦନ ନିମନ୍ତ୍ରଣ କରୁଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ…
ITR ଫାଇଲିଂ ସମୟରେ ତୃଟି ରହିଯାଇଛି କି ? ଜାଣନ୍ତୁ କେତେ ଥର ଫାଇଲ କରିପାରିବେ ରିଭାଇଜ୍ଡ ରିଟର୍ଣ୍ଣ
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ଏବଂ ଆସେସମେଣ୍ଟ ଇୟର ୨୦୨୪-୨୫ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR ) ଫାଇଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୪ ଜୁଲାଇ…
ନିର୍ବାଚନ ସରିଛି କି ନାହିଁ ୫୦୦ ଟଙ୍କା ବୃଦ୍ଧି ହେଲା ସୁନା ଦର, ରୂପା ବି ବଢିଛି
ନୂଆଦିଲ୍ଲୀ: ମଙ୍ଗଳବାର ୪ ଜୁନ ୨୦୨୪ ଅର୍ଥାତ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଦିନ ସୁନା-ରୂପାର ଦର ବଢିଛି । ଗହଣା ବଜାରରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୫୦୦ ଟଙ୍କା ବଢି ୭୨ ହଜାର ୨୦୦ ଟଙ୍କାରେ ପହଞ୍ଚିଛି…
ନିର୍ବାଚନ ଫଳାଫଳ ପାଇଁ ସେୟାର ବଜାରରେ ଦେଖାଦେଲା ସୁନାମୀ, ନିବେଶକଙ୍କର ବୁଡିଗଲା ୪୫ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମଧ୍ୟରେ ଆଜି ସେୟାର ବଜାରରେ ହ୍ରାସ ଘଟିବା ଦେଖିବାକୁ ମିଳିଛି । ଗୋଟିଏ ସମୟରେ ସେନସେକ୍ସ ଏବଂ ନିଫଟି ୬-୬ ପର୍ଯ୍ୟନ୍ତ ଡାଉନ ହୋଇଯାଇଛନ୍ତି । ଗତ ୪ ବର୍ଷରେ…
ଏୟାରଟେଲର ଶସ୍ତା ରିଚାର୍ଜ ପ୍ଲାନ୍, ଯେଉଁଥିରେ ୩୬୫ ଦିନର ଲମ୍ବା ଭ୍ୟାଲିଡିଟି ପାଇବେ ଆପଣ
ନୂଆଦିଲ୍ଲୀ : ଏୟାରଟେଲ ଏପରି ଏକ ଶସ୍ତା ରିଚାର୍ଜ ପ୍ଲାନ ଦେଉଛି, ଯେଉଁଥିରେ ୟୁଜରମାନେ ୩୬୫ ଦିନର ଲମ୍ବା ଭ୍ୟାଲିଡିଟି ପାଇବେ । କେବଳ ଏତିକି ନୁହେଁ ଏହି ରିଚାର୍ଜ ପ୍ଲାନ୍ ମଧ୍ୟ ଅନଲିମିଟେଡ୍ ଭଏସ୍ କଲିଂ ଏବଂ ଡାଟା…
ଭୋଟିଂ ମଧ୍ୟରେ ଭୁବନେଶ୍ୱରରେ କମିଲା ସୁନା ଦର : ଜାଣନ୍ତୁ କେତେ ଅଛି ରେଟ୍
ଭୁବନେଶ୍ୱର : ଗୋଟିଏ ପଟେ ଭୋଟିଂ ଚାଲିଥିବା ବେଳେ ଅନ୍ୟପଟେ ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨…
୨୦୦୦ ଟଙ୍କିଆ ନୋଟର ୯୭.୮୨ ପ୍ରତିଶତ ଫେରସ୍ତ; ଲୋକଙ୍କ ପାଖରେ ଏବେ ବି ରହିଛି ୭,୭୫୫ କୋଟି ଟଙ୍କାର ନୋଟ୍
ନୂଆଦିଲ୍ଲୀ : ସୋମବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି ଯେ ୨,୦୦୦ ଟଙ୍କିଆ ନୋଟର ୯୭.୮୨ ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । କେବଳ ୭,୭୫୫ କୋଟି ଟଙ୍କା ଜନସାଧାରଣଙ୍କ ପାଖରେ ଅଛି । ୧୯ ମଇ ୨୦୨୩ ରେ ଆରବିଆଇ…
୪ ଜୁନ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କରିଥିଲେ ଏହି ଭବିଷ୍ୟବାଣୀ, ଜୁନ୍ ୩ରେ ହୋଇଗଲା ସତ
ନୂଆଦିଲ୍ଲୀ: ଜୁନ୍ ୪କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବିଷ୍ୟବାଣୀ କରିଥିଲେ କିନ୍ତୁ ଏହା ୩ ଜୁନ୍ରେ ହିଁ ସତ ହୋଇଛି । ଏକଜିଟ୍ ପୋଲ୍ ଫଳାଫଳରେ ଏନଡିଏର ଦମଦାର ବିଜୟ ସମ୍ଭାବନା ମଧ୍ୟରେ ଆଜି ସେୟାର ବଜାର ଏହାର…
ଶସ୍ତା ହୋଇଗଲା ସୁନା , ଜାଣନ୍ତୁ କେତେ ଅଛି ଆଜିର ରେଟ୍
ନୂଆଦିଲ୍ଲୀ : ଯଦି ଆପଣ ସୁନା-ଚାନ୍ଦି କିଣିବାକୁ ଚିନ୍ତା କରୁଛନ୍ତି। ତେବେ ଆପଣଙ୍କ ପାଇଁ ଖୁସି ଖବର। ସୋମବାର ୩ ଜୁନ୍ ୨୦୨୪ରେ ସୁନା-ଚାନ୍ଦି ଦାମ୍ କମିଛି। ଶସ୍ତାରେ ସୁନା କିଣିବା ପାଇଁ ଆପଣଙ୍କୁ ଏବେ ସୁଯୋଗ ଆସିଛି।…