Browsing Category
ବାଣିଜ୍ୟ
ସେମିକଣ୍ଡକ୍ଟର ଶିଳ୍ପ ଦେବ ୧୨ ଲକ୍ଷ ନିଯୁକ୍ତି, ଡିଜାଇନ ସେଣ୍ଟର ସ୍ଥାପନ କରୁଛନ୍ତି କମ୍ପାନୀ
ନୂଆଦିଲ୍ଲୀ: ବର୍ତ୍ତମାନ ସେମିକଣ୍ଡକ ଶିଳ୍ପରେ ଭାରତ ବିଶ୍ୱର ଏକ ପ୍ରମୁଖ ସ୍ଥଳ ହେବାକୁ ଯାଉଛି। ଏବେ ଏହି ଶିଳ୍ପ ତାହାର ଉଦ୍ୟମ ଜାରି ରଖିଛି । ଏହି କ୍ଷେତ୍ରର ବିକାଶ ହେଲେ ଦେଶର ଅନେକ ଲୋକ ନିଯୁକ୍ତି ପାଇବେ ବୋଲି…
ମୁକେଶ ଅମ୍ବାନୀଙ୍କ କମ୍ପାନୀ ନାମରେ ଲୋକଙ୍କ ଠାରୁ ହେଲା ଠକେଇ, ଦିଲ୍ଲୀ ହାଇକୋର୍ଟ ଦେଲେ ତଦନ୍ତ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅଧିକରୁ ଅଧିକ ଠକେଇ ମାମଲା ସାମ୍ନାକୁ ଆସୁଛି, କିନ୍ତୁ ଏହି ମାମଲା ଏପରି ହୋଇଛି ଯେ, ଦିଲ୍ଲୀ ହାଇକୋର୍ଟଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ପଡିଲା। ଏହି ପରିପ୍ରେକ୍ଷୀରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ…
NIC ଜାରି କଲା ମାର୍ଗଦର୍ଶିକା: ନଭେମ୍ବର ପହିଲାରୁ ଲାଗୁ ହେବ GST Invoiceର ନୂଆ ନିୟମ
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ପହିଲାରୁ ଦ୍ରବ୍ୟ ଓ ସେବା କର (ଜିଏସଟି)ର ନୂଆ ନିୟମ ଲାଗୁ ହେବାକୁ ଯାଉଛି । ତେବେ ବଡ଼ ବଡ଼ ବେପାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । ୧୦୦ କୋଟିରୁ ଅଧିକ କାରବାର କରୁଥିବା…
PM Kisan Samman Nidhi: ଆପଣଙ୍କ ନାମ ହିତାଧିକାରୀ ତାଲିକାରେ ଅଛି କି ନାହିଁ? ଏହି ସରଳ ଉପାୟରେ କରନ୍ତୁ ଚେକ
ନୂଆଦିଲ୍ଲୀ: କୃଷକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ଚଳାଉଛନ୍ତି। ଏଥିମଧ୍ୟରୁ ସବୁଠାରୁ ବଡ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା। ଯେଉଁଥିରେ କୃଷକ ଭାଇମାନଙ୍କୁ ପ୍ରତିବର୍ଷ ୬ ହଜାର…
ଦାରିଦ୍ର୍ୟ ଲୋକଙ୍କୁ ଟଙ୍କା ଫେରସ୍ତ କରିବ BYJU’S: ଋଣ ନେଇଥିବା ଲୋକଙ୍କୁ ଦେବ ୯୯୫୩ କୋଟି ଟଙ୍କା
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତୀୟ ଏଡେଟେକ୍ କମ୍ପାନୀ BYJU'S ଏହାର ଋଣ ନେଇଥିବା ଲୋକଙ୍କୁ ଟଙ୍କା ଫେରସ୍ତ ପାଇଁ ପ୍ରସ୍ତାବ ଦେଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି କମ୍ପାନୀ ୬ ମାସରୁ କମ୍ ସମୟ…
ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ ରାସ୍ତା ଦେଖାଇବ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ତଥା ସହରାଞ୍ଚଳ ବିକାଶ ଓ ଆବାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ପୃଥିବୀକୁ ଏକ ନୂଆ…
ରାସନ କାର୍ଡଧାରୀଙ୍କର ଲାଗିଲା ଲଟେରୀ! କାଲିଠୁ ମାଗଣା ଗହମ ଏବଂ ଚାଉଳ ସହିତ ମିଳିବ ଚିନି
ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ମାଗଣା ରାସନର ସୁବିଧା ମିଳୁଛି । ଯଦି ଆପଣ ମାଗଣା ରାସନର ଲାଭ ମଧ୍ୟ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ବର୍ତ୍ତମାନ ଗହମ ଏବଂ ଚାଉଳ ସହିତ ମାଗଣା…
ଆସନ୍ତା ଶିକ୍ଷାବର୍ଷରୁ RBI ଆରମ୍ଭ କରିବ ‘Frictionless Credit’ ବ୍ୟବସ୍ଥା: ସହଜରେ ଶିକ୍ଷାଋଣ ପାଇବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଏଣିକି ଶିକ୍ଷାଋଣ ପାଇବାକୁ ଆଉ ବ୍ୟାଙ୍କ ପଛରେ ଗୋଡ଼େଇବାକୁ ପଡ଼ିବ ନାହିଁ । ଆଗାମୀ ଦିନରେ ସହଜରେ ମିଳିପାରିବ ଶିକ୍ଷାଋଣ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆସନ୍ତାବର୍ଷରୁ ‘ଫ୍ରିକ୍ସନଲେସ…
ପିଏମ କିଷାନ ଯୋଜନାର ଟଙ୍କା ଫେରାଇ ନେଉଛନ୍ତି ସରକାର: ୮୧୦୦୦ ଚାଷୀଙ୍କ ନାଁ ଥିବା ଲିଷ୍ଟ ଜାରି, ସେଥିରେ ସାମିଲ ନାହାଁନ୍ତି ତ ଆପଣଙ୍କ ?
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଭୁଲ ଫାଇଦା ଉଠାଉଥିବା ଲୋକଙ୍କ ବିଷୟରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ପ୍ରକୃତରେ ବିହାର ସରକାର ପ୍ରାୟ ୮୧,୦୦୦ ଅଯୋଗ୍ୟ ଚାଷୀଙ୍କ ଠାରୁ ଟଙ୍କା…
ସେୟାର ବଜାରରେ ଉତ୍ସାହର ପ୍ରଭାବ, ଅଗଷ୍ଟ ମାସରେ SIP ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡରେ ହେଲା ରେକର୍ଡ ନିବେଶ
ନୂଆଦିଲ୍ଲୀ: ସେୟାର ବଜାରରେ ଜାରି ରହିଥିବା ଉତ୍ସାହ ମଧ୍ୟରେ ଅଗଷ୍ଟ ମାସରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ପାଞ୍ଚ ମାସର ସର୍ବୋଚ୍ଚ ସ୍ତର ୨୦,୨୪୫ କୋଟି ଟଙ୍କାରେ ପହଞ୍ଚିଛି । ସେହିଭଳି ଅଗଷ୍ଟ ମାସରେ ସିଷ୍ଟମେଟିକ୍…