Browsing Category

ବାଣିଜ୍ୟ

ଏବେ ବିଲିଂ ପାଇଁ ଦେବାକୁ ପଡ଼ିବନି ଫୋନ ନମ୍ବର! ଏହି କାରଣରୁ ସରକାର ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ଯେତେବେଳେ ଆପଣ ଏକ ଦୋକାନ କିମ୍ବା ମଲରୁ କିଛି କିଣନ୍ତି, ଦେୟ ପୂର୍ବରୁ ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର ଉଲ୍ଲେଖ କରିବାକୁ ପଡେ। କିନ୍ତୁ ବର୍ତ୍ତମାନ ଦୋକାନ କିମ୍ବା ମଲରେ ମୋବାଇଲ୍ ନମ୍ବର ମାଗିବା…

୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ବ୍ୟାଙ୍କ ଯାଉଛନ୍ତି କି ? ତେବେ ଜାଣନ୍ତୁ SBI, HDFC, ICICI ଓ PNB ବ୍ୟାଙ୍କର ନିୟମ

ନୂଆଦିଲ୍ଲୀ: ଆରବିଆଇ ଦ୍ୱାରା ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବା ପରେ ଏହାକୁ ୨୩ ମଇରୁ ପ୍ରତ୍ୟାହାର ଆରମ୍ଭ ହୋଇଥିଲା । ଲୋକମାନେ ଏ ସମ୍ପର୍କରେ ବ୍ୟାଙ୍କକୁ ଆସିବା ଆରମ୍ଭ କରିଛନ୍ତି । ମେ ୨୩ ରୁ ସେପ୍ଟେମ୍ବର ୩୦ ମଧ୍ୟରେ…

ମେ’ ମାସରେ FIIର ସର୍ବାଧିକ ନିବେଶ: ଏପର୍ଯ୍ୟନ୍ତ ୩୭୩୧୭ କୋଟି ଟଙ୍କାର କିଣାଯାଇଛି ସେୟାର

ନୂଆଦିଲ୍ଲୀ: ଗତ ବର୍ଷ ଅଗଷ୍ଟ ମାସରୁ ବିଦେଶୀ ଅନୁଷ୍ଠାନ ନିବେଶକ (FII) ଭାରତୀୟ ବଜାରରେ ସର୍ବାଧିକ ବିନିଯୋଗ କରିଛନ୍ତି। ମେ ମାସରେ ଏପର୍ଯ୍ୟନ୍ତ ଏହି ନିବେଶକମାନେ ମୋଟ ୩୭,୩୧୭ କୋଟି ଟଙ୍କା ମୂଲ୍ୟର ସେୟାର କ୍ରୟ…

ଭୁଲ ନମ୍ବରରେ UPI ପେମେଣ୍ଟ ହୋଇଛି କି? କେମିତି ଫେରସ୍ତ ପାଇବେ

ନୂଆଦିଲ୍ଲୀ : ଦେଶରେ ବିମୁଦ୍ରୀକରଣ ପରେ ୟୁପିଆଇ ପେମେଣ୍ଟ ବହୁ ମାତ୍ରାରେ ବଢିଯାଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଛୋଟ ଏବଂ ବଡ ସ୍ଥାନରେ ଡିଜିଟାଲ୍ ପେମେଣ୍ଟ ସହଜରେ କରାଯାଇପାରୁଛି । ଏଥିପାଇଁ ଲୋକମାନେ ଫୋନ୍ ପେ,…

ଜୁନ ୨୩ରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଦେଶର କୋଟି କୋଟି କୃଷକଙ୍କ ବିକାଶ ପାଇଁ ଜାରି ରହିଛି ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ । ଖୁବଶୀଘ୍ର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯାଉଛନ୍ତି ମୋଦୀ ସରକାର । ଏଥିପାଇଁ ତାରିଖ ମଧ୍ୟ ଘୋଷଣା…

ମାଗଣା ଶିକ୍ଷା ସହ ମିଳିବ ଚାକିରି ପାଇଁ ଅଫର: ଗୋଟିଏ ୱେବସାଇଟରେ ସବୁ ସର୍ଭିସ!

ନୂଆଦିଲ୍ଲୀ: ଦେଶର ନାଗରିକମାନଙ୍କ ପାଇଁ ପ୍ରାୟତଃ ବିଭିନ୍ନ ନୂଆ ନୂଆ ଯୋଜନା ଆଣୁଛନ୍ତି ଭାରତ ସରକାର । ଏଗଡିକୁ ଶିକ୍ଷା ଏବଂ ଅର୍ଥିକ ସ୍ଥିତି ସୁଦୃଢ କରିବାରେ ବ୍ୟବହର କରାଯାଇପାରେ । କିନ୍ତୁ ଅନେକ ସମୟରେ…

SBI ଗ୍ରାହକଙ୍କ ପାଇଁ ବଡ଼ ସୂଚନା ; ଜୁନ୍ ୩୦ ରୁ ବଦଳିବ ନିୟମ, ଗ୍ରାହକଙ୍କୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : ଏସବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ଏସବିଆଇବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି, ତେବେ ଜୁନ୍ ୩୦ ତାରିଖ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୁନ୍ ୩୦…

India Startup Layoffs: ଭାରତୀୟ ଷ୍ଟାର୍ଟଅପରେ ଚାକିରୀ ହରାଇଲେଣି ୨୭ ହଜାର କର୍ମଚାରୀ, ଜାଣନ୍ତୁ ଚଳିତ ବର୍ଷ ହେଲାଣି କେତେ ଛଟେଇ

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିକୂଳ ପରିସ୍ଥିତି କାରଣରୁ ଗତ ଏକ ବର୍ଷ ହେବ ବିଶ୍ୱର ଅନେକ ଦେଶରେ ଛଟେଇ ଜାରି ରହିଛି। ଏହାର ପ୍ରଭାବରେ ପ୍ରାତୟଃ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି। ତେବେ ଷ୍ଟାର୍ଟଅପ ଏଥିରେ କିଛି ଅଧିକ…

ବଜାରରେ ହୁ ହୁ ହୋଇ ବଢୁଛି ଅଦା- ରସୁଣ ଦର, ଗ୍ରାହକ ଅସନ୍ତୁଷ୍ଟ

ଭୁବନେଶ୍ୱର: ବଜାରରେ ହଠାତ ଅଦା ରଶୁଣ ଦର ବଢିଛି । ଏଥିରେ ଜନସାଧାରଣ ବହୁମାତ୍ରାରେ ପ୍ରଭାବିତ ହୋଇଛନ୍ତି । ପ୍ରତି ବର୍ଷ ଏହି ମେ’ ମାସରେ ରସୁଣ -ଅଦା ମୂଲ୍ୟ କିଲୋ ପିଛା ୪୦ ରୁ ୫୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା…