Browsing Category

ବାଣିଜ୍ୟ

ଗୋଟିଏ ଭୁଲ୍ ଉତ୍ତର ଗୁଗୁଲକୁ ପଡ଼ିଲା ଭାରି, ସ୍ୱାହା ହୋଇଗଲା ୧୦୦ ବିଲିୟନ ଡଲାର

ନୁଆଦିଲ୍ଲୀ: ଆର୍ଟିଫିସିଆଲ ଇନ୍ଟେଲିଜେନ୍ସୀ(ଏଆଇ) ବଜାର କବଜା ପାଇଁ ଏବେ ଦୌଡ଼ ଆରମ୍ଭ ହୋଇ ଯାଇଛି। AI ChatGPT ଏହି ବଜାରରେ ଗଗୁଲ୍‌,ମାଇକ୍ରୋସପ୍ଟ ଭଳି କମ୍ପାନୀକୁ ପଛରେ ପକାଇ ଆଗେଇ ଚାଲିଛି। ବର୍ତ୍ତମାନ ଏହା ସହିତ…

ମହିଳା ସମ୍ମାନ ସାର୍ଟିଫିକେଟ୍ ରେ କିଏ କରିପାରିବେ ନିବେଶ: ଜାଣନ୍ତୁ କେତେ ମିଳିବ ସୁଧ, ଇନଭେଷ୍ଟମେଣ୍ଟ ସୀମା ଓ ଫାଇଦା

ନୂଆଦିଲ୍ଲୀ: ଫେବୃଆରୀ ୧ରେ ବଜେଟ୍ ଅଭିଭାଷଣରେ ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମର ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମ୍ ‘ମହିଳା ସମ୍ମାନ ସେଭିଂ…

Twitter Blue ଭାରତରେ ହେଲା ଆରମ୍ଭ, ପ୍ରତି ମାସରେ ଦେବାକୁ ପଡିବ ଏତିକି ଟଙ୍କା

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ମଧ୍ୟ ଭାରତରେ ସଦସ୍ୟତା ସେବା ଆରମ୍ଭ କରିଥିଲା। ଭାରତରେ ଟ୍ୱିଟର ବ୍ଲୁ ସର୍ଭିସର ମୂଲ୍ୟ ମାସକୁ ୬୫୦ ରୁ ଆରମ୍ଭ ହୋଇଛି। ଟ୍ୱିଟର ବ୍ଲୁ ପାଇଁ ୱେବ୍ ବ୍ୟବହାରକାରୀଙ୍କୁ…

୭୦୦୦ କର୍ମଚାରୀଙ୍କୁ ବାହାର କରିବ Disney: ଜାଣନ୍ତୁ ଏହି ଛଟେଇ ପଛର କାରଣ

ନୂଆଦିଲ୍ଲୀ: ବିଶ୍ୱର ବଡ଼ ବଡ଼ କମ୍ପାନୀଗୁଡ଼ିକ ଏବେ ବି ଆର୍ଥିକ ବିମୁଦ୍ରାକରଣର ଛାୟାରୁ ବାହାରିବାରେ ସକ୍ଷମ ହେଉନାହାଁନ୍ତି । ଏଭଳି ପରିସ୍ଥିତିରେ ଖର୍ଚ୍ଚକୁ ସଞ୍ଚୟ କରିବା ପାଇଁ ଛଟେଇ ପ୍ରକ୍ରିୟା ଚାଲିଛି ।…

Twitter ହେଲା ଡାଉନ୍: ୟୁଜର୍ସଙ୍କୁ ମେସେଜ୍ ମିଳୁଛି କି -‘ଆପଣ ଡେଲି ଲିମିଟ୍ ପାର୍ କରିସାରିଛନ୍ତି’

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ପୁଣି ଡାଉନ୍ ହୋଇଛି । କୁହାଯାଉଛି ଯେ ବୁଧବାର ରାତିରୁ ଟ୍ୱିଟର ବ୍ୟବହାରକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ଏତିକି ନୁହେଁ, କିଛି ଉପଭୋକ୍ତା…

ଆଦାନୀ ସଂକଟର ପ୍ରଭାବ ବ୍ୟାଙ୍କ ଉପରେ ପଡ଼ିବ ନାହିଁ : ଶକ୍ତିକାନ୍ତ

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ସଂକଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆଦାନୀ ସଂକଟର କୌଣସି ପ୍ରଭାବ ବ୍ୟାଙ୍କ ମାନଙ୍କ ଉପରେ ପଡିବ ନାହିଁ । ଭାରତର ବ୍ୟାଙ୍କ…

ଇଏମଆଇ ଫାଇନ୍ ଉପରେ ଲାଗିଲା RBIର କଟକଣା

ନୂଆଦିଲ୍ଲୀ: ଆର୍ବିଆଇର ମନିଟାରୀ ପିଲିସି କମିଟି ବୈଠକରେ ଆଜି କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରେପୋ ରେଟକୁ ପୁଣି ୨୫ ବେସିସ୍ ପଏଣ୍ଟ ବଢ଼ାଇଛି ରିଜର୍ଭ ବ୍ୟାଙ୍କ୍ । ଫଳରେ ବ୍ୟାଙ୍କ ଲୋନ୍ ମହଙ୍ଗା…

କେବେ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍, ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ!

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ଦାମକୁ ନେଇ ସାଧାରଣ ଜନତା ଚିନ୍ତିତ ଅଛନ୍ତି । ଦୀର୍ଘ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ…

ଆପଣଙ୍କୁ କମ୍ ରାସନ ଦେଉଛି କି ଡିଲର ? ଏହି ନମ୍ବରରେ କଲ୍ କରି କରନ୍ତୁ ଅଭିଯୋଗ, ଜାଣନ୍ତୁ ଓଡ଼ିଶାର କେତେ ନଂ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଯୋଜନା ପରିଚାଳିତ କରାଯାଉଛି । ରାସନ କାର୍ଡ ମାଧ୍ୟମରେ ମୋଦୀ ସରକାର ଓ ଅନ୍ୟାନ୍ୟ ରାଜ୍ୟ ସରକାର ଗରିବ…

ଆଦାନୀଙ୍କ NDTVକୁ ବଡ଼ ଝଟକା: ୫୦%କୁ ଖସିଆସିଛି ଲାଭ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ନିୟନ୍ତ୍ରିତ ମିଡିଆ କମ୍ପାନୀ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (NDTV) ର କନସୋଲିଡେଟେଡ ନେଟ୍ ଲାଭ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୪୯.୭୬ ପ୍ରତିଶତ ହ୍ରାସ ପାଇ…