Browsing Category

ବାଣିଜ୍ୟ

ଆସନ୍ତା ୨୪ ଘଣ୍ଟାରେ ବନ୍ଦ ହୋଇଯିବ BSNL ସିମ୍! ଗ୍ରାହକଙ୍କୁ ପଠାଯାଉଛି ନୋଟିସ୍, ଜାଣନ୍ତୁ କ’ଣ ରହିଛି ମାମଲା ?

ନୂଆଦିଲ୍ଲୀ: BSNL ସିମ୍ ରଖିଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣଙ୍କ ପାଖରେ BSNL ସିମ୍ ଅଛି, ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ଆପଣଙ୍କ ସିମ୍ ବନ୍ଦ ହୋଇଯିବ କି ? କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି…

ଚାଷୀମାନଙ୍କ ପାଇଁ ମୋଦୀଙ୍କ ବଡ଼ ଉପହାର: ଏହି ନମ୍ବରରେ ମିସ୍ କଲ୍ କରିବା ମାତ୍ରେ ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ମଧ୍ୟ ଜଣେ ଚାଷୀ, ତେବେ ଦେଶର ସରକାରୀ ବ୍ୟାଙ୍କ ପିଏନବି ଆପଣଙ୍କ ପାଇଁ ଏକ ବଡ ଉପହାର ଆଣିଛି । ଏଣିକି ଯଦି ଆପଣଙ୍କୁ ଟଙ୍କା ଦରକାର,…

ମୁଦାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ବୃଦ୍ଧି କରାଯାଉଛି ସୁଧହାର, ୨୦୨୩ରେ ମନ୍ଥର ରହିବ ବିଶ୍ୱ ଅର୍ଥନୀତି: CEBR

ନୂଆଦିଲ୍ଲୀ: ମୁଦାସ୍ଫୀତିକୁ ନିୟନ୍ତ୍ରଣ କରିବା ଲାଗି ସୁଧହାର ବୃଦ୍ଧି କରାଯାଉଥିବାରୁ ବିଶ୍ୱ ଅର୍ଥନୀତି ୨୦୨୩ରେ ମନ୍ଥର ରହିବ ବୋଲି ବ୍ରିଟିଶ ଭିତ୍ତିକ Centre for Economics and Business Research-CEBR କହିଛି…

ଏମ୍ସରେ ଭର୍ତ୍ତିି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଅର୍ଥମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ି ଯାଇଛି, ଯାହାଫଳରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କୁ…

ୱାର୍କ ଫ୍ରମ୍ ହୋମକୁ ନେଇ ପୁନର୍ବିଚାର କରୁଛନ୍ତି ଅନେକ କମ୍ପାନୀ: ବଢୁଥିବା କୋଭିଡ ମାମଲାରେ ପ୍ରଭାବିତ ହେବନି ନିଯୁକ୍ତି

ନୂଆଦିଲ୍ଲୀ: ଚୀନ୍ ସମେତ କେତେକ ଦେଶରେ କରୋନା ଭାଇରସ୍ ର ନୂଆ ଭାରିଆଣ୍ଟ ବଢୁଥିବା ମାମଲା ମଧ୍ୟରେ ଭାରତରେ ଏହି ମହାମାରୀର ପରବର୍ତ୍ତୀ ଲହରକୁ ନେଇ ଚିନ୍ତା ବଢିଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ଭାରତୀୟ ଶିଳ୍ପ…

ବ୍ୟାଙ୍କ ଅଫ୍ ବରୋଦା ଆଣିଛି ବମ୍ପର ଅଫର୍: ଶସ୍ତାରେ କିଣିପାରିବେ ଘର, ଦୋକାନ ଓ ଜମି

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷ ପୂର୍ବରୁ ନୂଆ ଓ ଶସ୍ତା ଘର କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ଷ ଶେଷରେ ଦେଶର ସରକାରୀ ବ୍ୟାଙ୍କ ଆପଣଙ୍କୁ ପୁଣି ଥରେ ଶସ୍ତାରେ ଜମି,…

ଇନକମ ଟ୍ୟାକ୍ସ ସଞ୍ଚୟର ଏହା ସର୍ବୋତ୍ତମ ଉପାୟ , NPSରେ ଟିୟର-୧ ଚୟନ କରିବେ ନାଁ ଟିୟର-୨?

ନୂଆଦିଲ୍ଲୀ: ଭାରତରେ ଚାକିରି କରୁଥିବା ଲୋକେ ପ୍ରାୟତଃ ୫୦କିମ୍ବା ୬୦ବର୍ଷରେ ଚାକିରିରୁ ଅବସର ନେଉଛନ୍ତି । ଅଧିକରୁ ଅଧିକ ଲୋକେ ଚାକିରି କରିବା ସମୟରେ ଅବସର ପରେ କଣ କରିବେ ତା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।…

ଜାନୁଆରୀ ୧ରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ଆପଣ ମଧ୍ୟ ହେବେ ପ୍ରଭାବିତ

ନୂଆଦିଲ୍ଲୀ :ନୂଆ ବର୍ଷରେ ଅନେକ ବଡ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିବ । ଏଥିରେ ବ୍ୟାଙ୍କ ଲକରରୁ କାର କିଣିବା ସହିତ ଜଡିତ ପରିବର୍ତ୍ତନ ସାମିଲ ରହିଛି । ଆସନ୍ତୁ ଦେଖିବା…

ଆପଣଙ୍କ PF ଆକାଉଣ୍ଟରେ କେତେ ଟଙ୍କା ଜମା ହେଲା ? ଏହି ଉପାୟରେ ଜାଣନ୍ତୁ ବାଲାନ୍ସ

ନୂଆଦିଲ୍ଲୀ: ଇପିଏଫ୍ ବାଲାନ୍ସ କିପରି ଚେକ୍ କରିବେ ? ଏନେଇ ଇପିଏଫ୍ ଆକାଉଣ୍ଟଧାରୀଙ୍କ ମନରେ ସବୁବେଳେ ପ୍ରଶ୍ନ ଆସିଥାଏ । ଜଣେ କର୍ମଚାରୀ ତଥା ଇପିଏଫର ସଦସ୍ୟ ହୋଇ ଯେକୌଣସି ସମୟରେ ପିଏଫ୍ ବାଲାନ୍ସ ଜାଣିବା ଆପଣଙ୍କର…

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ସବୁ ଷ୍ଟେସନରେ ମାଗଣାରେ ଉଠାଇବେ ଏହି ସେବାର ଲାଭ

ନୂଆଦିଲ୍ଲୀ: ଭାରତରେ ରେଲୱେ ନେଟୱାର୍କ ବହୁତ ବଡ଼ ରହିଛି । ଦେଶର ପ୍ରତ୍ୟେକ କୋଣ-ଅନୁକୋଣରେ ରେଳ ଚଳାଚଳ ବୃଦ୍ଧି ପାଉଛି । ଦେଶରେ ପ୍ରତିଦିନ ଅନେକ ଲୋକ ଟେନରେ ଯାତ୍ରା କରନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ…