Browsing Category
ବାଣିଜ୍ୟ
ଖାଲି ଆକାଉଣ୍ଟରେ ବି ଆପଣ ପଇସା ଖର୍ଚ୍ଚ କରି ପାରିବେ: ଜାଣନ୍ତୁ କଣ ରହିଛି ପ୍ରସେସ୍
ନୂଆଦିଲ୍ଳୀ: ଆକାଉଣ୍ଟରେ ପଇସା ନଥିବା ବେଳେ ବିଭିନ୍ନ ପୂଜା ପର୍ବାଣୀର ମଜା ଫିକା ପଡିଯାଏ । ତେବେ ବର୍ତ୍ତମାନ ଏମିିତି ଏକ ସୁବିଧା ଆସିଛି ଯେଉଁଥିରେ ଆପଣଙ୍କ ଆକାଉଣ୍ଟରେ ପଇସା ନଥିଲେ ମଧ୍ୟ ଆପଣ ଖର୍ଚ୍ଚ କରିପାରିବେ ।…
ଘରେ ବସି ଖେଳନ୍ତୁ, ଆଉ ମାତ୍ର ୫ଟି ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ୪୦ ହଜାର ଟଙ୍କା
ନୂଆଦିଲ୍ଳୀ: ଘରେ ବସି ବସି ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଘରେ ବସି ବସି ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୪୦ ହଜାର ଟଙ୍କା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କେବଳ ଗୋଟିଏ ସ୍ମାର୍ଟ ଫୋନ ଏବଂ କିଛି…
ବ୍ୟବସାୟୀଙ୍କୁ ମଧ୍ୟ ମିଳିବ ୩୦୦୦ ପର୍ଯ୍ୟନ୍ତ ପେନସନ, ଜାଣନ୍ତୁ କ’ଣ ଏହି ସ୍କିମ ଏବଂ କେମିତି କରିବେ ରେଜିଷ୍ଟ୍ରେସନ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ସରକାର ଛୋଟ ବ୍ୟବସାୟୀଙ୍କ ପାଇଁ ନ୍ୟାସନାଲ ପେନସନ ସ୍କିମ (NPS)ର ଘୋଷଣା କରିଛନ୍ତି । ଏହି ସ୍କିମ୍ ଅନୁଯାୟୀ ଦୋକାନୀଙ୍କୁ ମଧ୍ୟ ୬୦…
ଚଳିତବର୍ଷ ଭାରତୀୟ ପାଇବେ ସବୁଠାରୁ ଅଧିକ ବେତନ, ବଢ଼ିପାରେ ୯.୯ % ଦରମା: ସର୍ଭେ
ନୂଆଦିଲ୍ଲୀ: ଦରମା ବୃଦ୍ଧି ଦୃଷ୍ଟିରୁ ଚାକିରିଆଙ୍କ ଗତ ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠାରୁ ଭଲ ହେବାକୁ ଯାଉଛି । ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କ ଦରମାରେ ୯.୯% ବୃଦ୍ଧି କରିପାରନ୍ତି ବୋଲି ଆଶା…
କେବଳ ୪୫ ମିନିଟ୍ ରେ ଘରେ ପହଞ୍ଚିବ ଗ୍ରୋସରୀ, Flipcart ଲଞ୍ଚ୍ କଲା Quick Delivery ସର୍ଭିସ୍
ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ Flipcart ଏବେ ଏକ ନୂତନ ସର୍ଭିସ୍ ଆରମ୍ଭ କରିବାକୁ ଯାଉଛି । ଏଣିକି Flipkart Quick Delivery Service ଦ୍ୱାରା ୪୫ ମିନିଟ୍ ମଧ୍ୟରେ ଗ୍ରୋସରୀ ଆପଣଙ୍କ ଘରେ ପହଞ୍ଚିବ । ଏହି Quick…
Dhani Fraud Loan: ଆପଣଙ୍କ PAN ଦ୍ୱାରା ଅନ୍ୟ କେହି ନେଉଛି କି ଲୋନ୍? କ୍ଷତି ସହିବା ପୂର୍ବରୁ ଏପରି କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ: ଫିନଟେକ୍ କମ୍ପାନୀ ଇଣ୍ଡିଆବୁଲ୍ସ ଗତ କିଛି ଦିନ ହେବ ବିବାଦରେ ଘେରି ରହିଛି । ଏହିୁ ବିବାଦ କମ୍ପାନୀର ଫାଇନାନ୍ସିଆଲ୍ ସର୍ଭିସ୍ ଆପ୍ ଧନୀ ସହିତ ଜଡ଼ିତ । ଏହି ଆପ୍ ବିନା କୌଣସି ସିକ୍ୟୁରିଟିରେ ଲୋନ୍ ଦେଇଥାଏ…
ଆପଣଙ୍କ Gmail ଆକାଉଣ୍ଟ୍ କିଏ ବ୍ୟବହାର କରୁଛି? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ
ଓଡ଼ିଶା ଭାସ୍କର ବ୍ୟୁରୋ: ଜି-ମେଲ୍ ହେଉଛି ଦୁନିଆରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ଇ-ମେଲ୍ ସର୍ଭିସ୍ । ଆପଣ ମାନଙ୍କ ପାଖରେ ନିଜର ଜିମେଲ୍ ଆକାଉଣ୍ଟ୍ ରହିଥିବ ନିଶ୍ଚୟ । ତେବେ ଭାରତରେ ସାଇବର୍ ସିକ୍ୟୁରିଟି ଓ…
କଣ ଆପଣ ୮ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଛନ୍ତି କି? ଯଦି ହଁ, ତାହେଲେ ପ୍ରତିବର୍ଷ କରିବାକୁ ପଡ଼ିବ ଏହି କାମ
ନୂଆଦିଲ୍ଲୀ: ୮ ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଥିଲେ ପ୍ରତିବର୍ଷ ଆପଣଙ୍କୁ ନିଜ ଗାଡ଼ିର ଫିଟନେସ୍ ଟେଷ୍ଟ୍ କରିବାକୁ ହେବ । କେନ୍ଦ୍ର ସରକାର ପରିବେଷ ଓ ସଡ଼କ ସୁରକ୍ଷା କୁ ଆଖି ଆଗରେ ରଖି ଏହି ନିୟମକୁ ବାଧ୍ୟତାମୂଳକ…
ମାଗଣା ମିଳୁଛି OTT ସବସ୍କ୍ରିପସନ୍: ଜାଣନ୍ତୁ କେମିତି ଉଠାଇ ପାରିବେ ଫାଇଦା
ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ…
କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା, ସବୁଠୁ ଆଗରେ ମୁମ୍ବାଇ
ନୂଆଦିଲ୍ଲୀ: କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା। ଏକ ସର୍ଭେକ୍ଷେଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇରେ ସବୁଠୁ ଅଧିକ ୨୦,୩୦୦ ଜଣଙ୍କ ପାଖରେ ୭ କୋଟିରୁ ଅଧିକ ସଂପତ୍ତି ରହିଛି। ଏହା ପରେ…